ଓଡିଶା

ପରଲୋକରେ ମନ୍ତ୍ରୀ ଭାଗବତ ମହାନ୍ତି

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଶନିବାର ରାତି ୨ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୁର୍ବତନ ମନ୍ତ୍ରୀ ଭାଗବତ ମହାନ୍ତି । ନିଜର ବାସଭବନ ଠାରେ ପରଲୋକ ହୋଇଛନ୍ତି । ୯୨ ବର୍ଷ ବୟସରେ ଅନ୍ତିମ ନିଃଶ୍ୱାସ ନେଇଛନ୍ତି । ଶ୍ରୀଭାଗବତଙ୍କ ମୃତ୍ୟୁରେ କେନ୍ଦ୍ରାପଡା ରାଜନୀତି ସମାପ୍ତ଼ ହୋଇଛି ବୋଲି ପରିବାର ଲୋକେ କହିଛନ୍ତି । ସେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ୨ଥର ମନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ବିଧାନସଭାରେ ସେ ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଥିଲେ । ତାଙ୍କୁ ଲୋକମାନେ ଭାଗବତ ବାବୁ ବୋଲି ସମ୍ବୋଧନ କରୁଥିଲେ ।

Related posts

କୋଣାର୍କ ଦୁଇ ଦିନିଆ ଜାତୀୟ ପର୍ୟ୍ୟଟନ ସମିଳନୀ ଉଦଯାପିତ କଲେ କେନ୍ଦ୍ରୀୟ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews

କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ କୋଭିଡ ପରିସ୍ଥିତି ସମୀକ୍ଷା

mahabharatanews

ରଥଯାତ୍ରା : ଆଉ ମାତ୍ର ୨୭ ଦିନ

mahabharatanews