Uncategorized

ସରଦ ପାୱାରଙ୍କୁ ସମନ

ପୁଣେ: ୨୦୧୮ରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ହୋଇଥିବା କୋରେଗାଁଓ ଭିମ ହିଂସା ମାମଲାର ତଦନ୍ତ କରୁଥିବା କମିଶନ ଏନସିପି ପ୍ରମୁଖ ସରଦ ପାୱାରଙ୍କୁ ସମନ ଜାରି କରିଛନ୍ତି । ସାକ୍ଷୀ ରୂପେ ଏପ୍ରିଲ ୪ ତାରିଖରେ କମିଶନଙ୍କ ନିକଟରେ ହାଜିର ହେବାକୁ ସମନରେ ଉଲ୍ଲେଖ କରାଯାଇଥିବା ଓକିଲ ଆଶିଷ ସତପୁତେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପାୱ।ରଙ୍କୁ ମୁମ୍ବାଇରେ ଉପସ୍ଥିତ ହେବାକୁ ହେବ । ୨୦୧୮ ଅକ୍ଟୋବର ୮ ତାରିଖରେ ବମ୍ବେ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଜେ ଏନ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନଙ୍କ ନିକଟରେ ପାୱାର ଏକ ସତ୍ୟପାଠ ଦାଖଲ କରିଥିଲେ ।

Related posts

ଲଦାଖରେ ୪.୫ ତୀବ୍ରତାର ଭୂକମ୍ପନ 

mahabharatanews

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews

‘ଆଦିପୁରୁଷ’ ଦେଖି ଜାଣିଲି କଟପ୍ପା ବାହୁବଲୀଙ୍କୁ କାହିଁକି ମାରିଥିଲେ: କ୍ରିକେଟର ବୀରେନ୍ଦ୍ର ସେହୱାଗ

mahabharatanews