ଓଡିଶା

ଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗ

ରାୟଗଡା / ରବୀନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗସ୍ତରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ସେଠାକୁ ଯାଇ ବିଭିର୍ଣ୍ଣ କାର୍ୟ୍ୟକ୍ରମ ଯୋଗଦେଇଥିଲେ ଜ୍ଝ ଗୋଷ୍ଟି ଶ୍ବାସ୍ୟକେନ୍ଦ୍ର ରେ ରୋଗୀକଲ୍ୟାଣ ବୈଠକ ରେ ଯୋଗଦାନକରିବା ସହିତ ମେରିଆପଟା ଠାରୁ ନୂଆଗଡ ନୃତନ ରାସ୍ତାର ଶୁଭ ଉଦଘାଟନ କରିଥିଲେ । ସେହିପରି ପୁର୍ତ୍ତିଗାଡୁ ଗ୍ରାମରେ ଅନୁଷ୍ଠିତ କ୍ରିଷ୍ଟିଆନ୍ କ୍ଲାସ ରେ ଯୋଗଦେଇଥିଲେ ଜ୍ଝ ଉକ୍ତ କାର୍ୟ୍ୟକ୍ରମରେ ବିଧାୟକ ଙ୍କ ସହ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ ସ୍ଥାନୀୟ ସରପଞ୍ଚ , ବିଡ଼ିଓ , ସମେତ ବହୁ ବିଜେଡି କର୍ମୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ଜ୍ଝ

Related posts

ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

ୱାର୍ଡ ମେମ୍ବରଙ୍କ ସହ ଧାରଣା ଦେଲେ ସରପଞ୍ଚ

mahabharatanews

ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

mahabharatanews