ଦେଶ ବିଦେଶରାଜନୀତିବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ନୀତିନ ନବୀନmahabharatanewsMarch 30, 2026 by mahabharatanewsMarch 30, 2026012 ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବାଙ୍କିପୁର ନିର୍ବାଚନମଣ୍ଡଳୀରୁ ବିହାର ବିଧାନସଭାର ସଦସ୍ୟ ପଦରୁ ଇସ୍ତଫା ଦେବା ଘୋଷଣା କରି ପାଞ୍ଚ ଥର ବିଧାୟକ ପଦ ସମାପ୍ତ କରିଛନ୍ତି। ବାଙ୍କିପୁର...
ଓଡିଶାଚନ୍ଦ୍ରପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ରଘୁନାଥ ଗମାଙ୍ଗmahabharatanewsMay 5, 2023 by mahabharatanewsMay 5, 20230124 ରାୟଗଡା / ରବୀନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗସ୍ତରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ । ସେଠାକୁ ଯାଇ ବିଭିର୍ଣ୍ଣ କାର୍ୟ୍ୟକ୍ରମ ଯୋଗଦେଇଥିଲେ ଜ୍ଝ ଗୋଷ୍ଟି ଶ୍ବାସ୍ୟକେନ୍ଦ୍ର ରେ ରୋଗୀକଲ୍ୟାଣ ବୈଠକ...
ଓଡିଶାଜାମିନ ନାମଞ୍ଜୁର: ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତ ରହିବେ ଦେବଗଡ ବିଧାୟକmahabharatanewsMay 2, 2022May 2, 2022 by mahabharatanewsMay 2, 2022May 2, 20220272 ଦେବଗଡ: ଦେବଗଡ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର ହୋଇଥିଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ତାରିଖ ଯାଏ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି...
ଓଡିଶାବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣmahabharatanewsApril 12, 2022 by mahabharatanewsApril 12, 20220211 ଭୁବନେଶ୍ୱର: ବଲାଙ୍ଗିର ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି । ବଲାଙ୍ଗିର-ସମ୍ବଲପୁର NH-୨୬ର ବୁର୍ଡା ଛକରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ି ଉପରକୁ ଦୁଇଜଣ ଯୁବକ...
ଓଡିଶାମଦ ପିଇ ଗାଡି ଚଢ଼ାଇଲେ ବିଧାୟକ !mahabharatanewsMarch 12, 2022 by mahabharatanewsMarch 12, 20220216 ଚିଲିକା: ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଭିତରେ ଚିଲିକାରୁ ଆସିଛି ହୃଦୟ ବିଦାରକ ଖବର । ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । କିଛି ଲୋକଙ୍କ ମାଡରେ...