ଭାରତ

୩ ବିକ୍ଷୋଭକାରୀଙ୍କୁ ଫାଶୀ ଦେଲା ଇରାନ୍

 ଗତବର୍ଷ ସରକାର ବିରୋଧୀ ପ୍ରତିବାଦ ସମୟରେ ମାରାତ୍ମକ ହିଂସାକାଣ୍ଡ ଘଟାଇଥିବା ୩ଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ ଇରାନ୍‌ ଫାଶୀ ଦେଇଛି।ନିର୍ଯାତନା ଦିଆଯାଇ ସ୍ବୀକା‌ରୋକ୍ତି ନିଆଯାଇଥିବା କଥାକୁ ଇରାନ୍‌ ଅସ୍ବୀକାର କରିଛି।

ସୂଚନାନୁଯାୟୀ, ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି, ନଭେମ୍ବର ମାସରେ ଦେଶବ୍ୟାପୀ ପ୍ରତିବାଦ ଚାଲିଥିବା ବେଳେ ତିନିହେଁ ଜଣେ ପୁଲିସ ଅଧିକାରୀ ଓ ଇସ୍‌ଫାହାନ୍‌ରେ ପାରାମିଲ୍‌ଟାରି ବାସିଜ୍‌ ସଙ୍ଗଠନର ୨ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଏହାକୁ ମିଶାଇ ଇରାନ୍‌ ଏଯାବତ୍‌ ଅନ୍ୟୂନ ୭ଜଣ ବିକ୍ଷୋଭକାରୀଙ୍କୁ ଫାଶୀ ଦେଲାଣି।

 

 

 

Related posts

ଆଜିଠୁ ‘ଜି୨୦’ ବୈଠକ, ବାଦ ପଡିବ ଚୀନ୍

mahabharatanews

ମୃତ କୃଷକଙ୍କ ପରିବାରକୁ ଏକ କୋଟି ଟଙ୍କା ସହାୟତା ରାଶି

mahabharatanews

୫ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣଂ ଜାରି

mahabharatanews