Uncategorized

୪ ଦିନ ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

(ଭୁବନେଶ୍ୱର) : ଏବେଠାରୁ ଓଡ଼ିଶାରେ କସରତ କରିବା ଆରମ୍ଭ କରିଛି ବିଜେପି ।  ୨୦୨୪ ସାଧାରଣ ନିର୍ବାଚନ ଆସୁଥିବା ଆରମ୍ଭ ହୋଇଯାଇଛି ବିଜେପି ନେତା ମନ୍ତ୍ରୀଙ୍କ ଯିବା ଆସିବା । ଏହିକ୍ରମରେ ଆଜି ସକାଳେ ୪ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିତ୍ୟାନନ୍ଦ ରାୟ ଓଡ଼ିଶା ଆସିଛନ୍ତି।

ସୂଚନାନୁଯାୟୀ ,  ସେ ଭୁବନେଶ୍ୱରରୁ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ଅନୁଗୁଳ ଆଦି ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ୪ ସଂସଦୀୟ କ୍ଷେତ୍ରରେ ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ହାରି ଦ୍ବିତୀୟ ସ୍ଥାନରେ ଥିଲା ।

 

Related posts

ମହାମାରୀର ମୁକାବିଲାରେ ପାଣ୍ଠି ସମସ୍ୟା ରହିଛି: ଡବ୍ଲୁଏଚଓ

mahabharatanews

ଜାମ୍ମୁ ପ୍ରତିବନ୍ଧକକୁ ନେଇ ଅସନ୍ତୁଷ୍ଟ, ସୁପ୍ରିମ କୋର୍ଟ ୭ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ତଲବ

mahabharatanews

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୬ ତମ ଜନ୍ମ ତିଥିରେ ମନେପକାଇଲେ ମୋଦି

mahabharatanews