ଓଡିଶାରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଜି ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ନାମଙ୍କନ ଦାଖଲ କରିବେ ପ୍ରାର୍ଥୀ । ଫେବୃଆରୀ ୧୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଫେବୃଆରୀ ୨୦ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ସେହିପରି ୨୭ ତାରିଖ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଏବଂ ସେହିଦିନ ୫ଟାରୁ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି । ଓଡିଶାର ୩ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବ ।୧୫ ଟି ରାଜ୍ୟର ୫୬ ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ।

Related posts

ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା

mahabharatanews

ଇଂରାଜୀ ନବବର୍ଷ ରାତିରେ ଖୋଲିବନି ଶ୍ରୀମନ୍ଦିର ! ଗଜପତି ମହାରାଜାଙ୍କୁ ଲେଖିଲେ ଚିଠି

mahabharatanews

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

mahabharatanews