ଭାରତ

ରାହୁଲଙ୍କୁ ଟିକେଟ ମିଳିବା ପରେ ଏମିତି କହିଲେ ମୋଦି

(ଦିଲ୍ଲୀ) : କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ରାଏବେରେଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଭାବେ ଚୟନ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏନେଇ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ‌

 

ପଶ୍ଚିମବଙ୍ଗର ବର୍ଦ୍ଧମାନ-ଦୁର୍ଗାପୁରରେ ଏକ ନିର୍ବାଚନୀ ସମାବେସକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। କୌଣସି ଓପେନିୟନ ପୋଲ୍‌ର ଆବଶ୍ୟକତା ନାହିଁ। ମୁଁ ଏହା ପୂର୍ବରୁ କହିଥିଲି, ‘ଶେହଜାଦା’ (ରାହୁଲ ଗାନ୍ଧୀ) ୱାୟାନାଡରୁ ହାରିଯିବେ। ତେଣୁ ଦ୍ୱିତୀୟ ଆସନ ବିକଳ୍ପ ଭାବେ ରଖିବେ।”ସେ ଆହୁରି ମଧ୍ୟ କହିଛନ୍ତି ଯେ, ” ବର୍ତ୍ତମାନ ସେ ଆମେଥୀରୁ ଯୁଦ୍ଧ କରିବାକୁ ଭୟ କରି ରାଏବରେଲି ପଳାଇଛନ୍ତି। ମୁଁ ତାଙ୍କୁ ଖାଲି ଏତିକି କହିବାକୁ ଚାହେଁ ଭୟ କରନାହିଁ କି ପଳାଅ ନାହିଁ।’’

Related posts

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews

ଦଣ୍ଡିତ ହେବେ ‘ଡିପ୍‌ଫେକ୍‌’ଭିଡିଓ ମେକର

mahabharatanews

ମୋହନ କୁମାର ପରିଡା ଗିରଫ

mahabharatanews