ମନୋରଞ୍ଜନ

୪୫୦ଟଙ୍କା ଦେବାକୁ ମନା କରି ଚର୍ଚାରେ ଅଭିନେତା ବିକ୍ରାନ୍ତ

(ମୁମ୍ବାଇ) : ଟେଲିଭିଜନ ପରେ ବଲିଉଡରେ ପାଦ ରଖିଥିବା ଜଣାଶୁଣା ଅଭିନେତା ବିକ୍ରାନ୍ତ ମାସେ ଆଜି ଇଣ୍ଡଷ୍ଟ୍ରିର ଏକ ବଡ଼ ଚେହେରା । ନିକଟରେ ତାଙ୍କର ଚଳଚ୍ଚିତ୍ର 12th Fail’ଖୁ ବଡ଼ ସଫଳତା ମିଳିଖିଲା । ଏହି ସିନେମା ପରେ ପ୍ରଶଂସକଙ୍କ ହୃଦୟରେ ଅଭିନେତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇଛି । ହେଲେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସେ ଏବେ ବିବାଦରେ ଛନ୍ଦି ହୋଇଛନ୍ତି ।

ଆଂଜ୍ଞା ହଁ ଏହି ଭିଡିଓରେ Vikrant Massey ଜଣେ କ୍ୟାବ ଡ୍ରାଇଭର ସହିତ ଯୁକ୍ତିତର୍କ କରୁଥିବା ଦେଖିବା ପାଇଁ ମିଳୁଛି । ଯେଉଁ ଭଡିଓ କ୍ୟାବୋ ଡ୍ରାଇଭର ନିଜ ଫୋନ କ୍ୟାମେରାରେ ସୁଟ୍ କରୁଥିବା ନଜର ଆସୁଛି । ଭିଡିଓରେ କ୍ୟାବ ଡ୍ରାଇଭର କହିଛନ୍ତି ଯେ, ଅଭିନେତା କେବଳ ୪୫୦ଟଙ୍କା ଦେବାକୁ ମନା କରି ଦେଇଛନ୍ତି। କେବଳ ଏତିକି ନୁହେଁ ଡ୍ରାଇଭର ଅଭିନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ ଅଭିନେତାଙ୍କୁ ଟଙ୍କା ମାଗିବାରୁ ସେ ଦୁର୍ବ୍ୟବହାର କରୁଛନ୍ତି ।

Related posts

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

ପ୍ରଥମ ଦିନରେ ୧୪୦କୋଟି ଆୟ କଲା ବିଜୟଙ୍କ ଫିଲ୍ମ ‘ଲିଓ’ 

mahabharatanews

ଜାକି ରାକୁଲଙ୍କ ପ୍ରେମ ଚର୍ଚ୍ଚା

mahabharatanews