ଦୁର୍ଘଟଣାଭାରତ

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ।  ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ବିସ୍ଫୋରଣ ଘଟିଛି । ଏଥିରେ ୨ ଯବାନ ସହିଦ ହୋଇଥିବା ବେଳେ ଗୁରୁତର ୪ ଯବାନ ରାୟପୁର ସ୍ଥାନାନ୍ତର କରାଯାଇଛି ।  ସୂଚନା ଅନୁସାରେ ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ବେଳେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଗୁରୁତର ୬ ଯବାନ ରାୟପୁର ସ୍ଥାନାନ୍ତର କରାଯାଇଥିଲା ସେଠାରେ ୨ ଯବାନ ସହିଦ ହୋଇଥିବା ସୂଚନା ରହିଛି ।

 

Related posts

‘ଫିଲ୍ମ ‘ଦି କେରଳ ଷ୍ଟୋରି’ଏକ ଚମକପ୍ରଦ’: ଜେ. ପି. ନଡ୍ଡା

mahabharatanews

ଲାମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରୁ ସହାୟତା ଯୋଗାଡ ହେଉଛି

mahabharatanews

ଆଉ ୫ଦିନ ଖୋଲିବ ଅମୃତ ଉଦ୍ୟାନ

mahabharatanews