ଓଡିଶା

ଲାଲବାବାଙ୍କ ପୀଠରେ ହନୁମତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ

ଲାଲବାବାଙ୍କ ପୀଠରେ ହନୁମତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ପଂଚାୟତ କୁଳଗାଁଇଶାଳୋ ଠାରେ ଥିବା ଲାଲବାବା ଙ୍କ ପୀଠରେ ୨୯ ତମ ବାର୍ଷିକୀ ଶ୍ରୀ ହନୁମତ ପଞ୍ଚକୁଣ୍ଡୀୟ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଗତ ୫ ତାରିଖ ରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ରେ ସଂପୂର୍ଣ୍ଣ ରାମାୟଣ ପ୍ରବଚନ ସହିତ ଶ୍ରୀ ରାମ ଚରିତ ମାନସ ଏବଂ ସଂଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଶେଷ ସଂଧ୍ୟାରେ ପୀଠ ରେ ରାମାଭିଷେକ ସହ ଆଧ୍ୟାତ୍ମିକ ଚେତନା ର ଆଲୋକପାତ ବିଭିନ୍ନ ସନ୍ଥ ଙ୍କ ଦ୍ଵାରା କରାଯାଇଥିବା ସହିତ ଆତସବାଜି ପ୍ରଦର୍ଶନ କରାଯାଇଥିଲା।

Related posts

ନର୍ଲା ପ୍ରେସ ଏସୋସିଏସେସନ୍ ପକ୍ଷରୁ ପ୍ରେସ୍ ଦିବସ ପାଳିତ

mahabharatanews

କନ୍ଧମାଳ: ଜନସମ୍ପର୍କ ଶିବିର

mahabharatanews

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews