ମନୋରଞ୍ଜନ

୭୧ବର୍ଷରେ ଆଖି ବୁଜିଲେ ଅଭିନେତା ଶରତ ବାବୁ

(ମୁମ୍ବାଇ) : ପରଲୋକରେ ତେଲୁଗୁ ଓ ତାମିଲ ସିନେମାର ଖ୍ୟାତନାମା ଅଭିନେତା ଶରତ ବାବୁ । ୭୧ ବର୍ଷ ବୟସରେ ‌ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ସୋମବାର ଦିନ ପରଲୋକ ହୋଇଛି। ଅସୁସ୍ଥତା କାରଣୁ ଗତମାସରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା। ତାଙ୍କ ପରଲୋକରେ କମଲ ହାସନଙ୍କ ସମେତ ଅନ୍ୟ ଅଭିନେତାମାନେ ଶୋକବ୍ୟକ୍ତ କରିଛନ୍ତି। ରଜନୀକାନ୍ତ, କମଲ ହାସନ, ଏନଟିଆର, ଚିରଞ୍ଜିବୀ ଏବଂ ଅନ୍ୟ ଖ୍ୟାତନାମା ତାରକାଙ୍କ ସହିତ ସେ ଉଭୟ ତେଲୁଗୁ ଏବଂ ତାମିଲ ସିନେମାରେ ଅଭିନୟ କରିଛନ୍ତି।

Related posts

୧୨୦୦ କୋଟି ଆୟ କରି ଚର୍ଚାରେ ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’

mahabharatanews

ଭେଣ୍ଟିଲେଟରରେ ଭର୍ତ୍ତି ହେଲେ ଅରୁନ୍ଧତୀ ନାୟର

mahabharatanews

୨୩ରେ ମୁକ୍ତିଲାଭ କରିବ ୱେବ୍ ସିରିଜ୍ ‘ପୋଚର୍’ 

mahabharatanews