ଓଡିଶାରାଜନୀତି

ଲକ୍ଷ୍ମୀ ବସ୍ ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’

ଭୁବନେଶ୍ୱର: ବଦଳିବ ଲକ୍ଷ୍ମୀ ବସର ନାଁ । ଲକ୍ଷ୍ମୀ ନାଁ ବଦଳରେ ରହିବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଅତିଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଲୋକଙ୍କୁ ଏହି ବସ ସେବା ଯୋଗାଇଦେବାକୁ କହିଛନ୍ତି ମନ୍ତ୍ରୀ ।

Related posts

ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି

mahabharatanews

ଆଜି ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଆସୁଛନ୍ତି ମା ; କଟକରେ ନିଶା ମୁକ୍ତ ସହ DJ ମୁକ୍ତ 

mahabharatanews