Uncategorized

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି

ଭୁବନେଶ୍ୱର(ଚିନ୍ମୟୀ ସ୍ୱାଇଁ):-ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି । ଏଥିପାଇଁ ଅନେକ ପ୍ରକାର ପ୍ରସ୍ତାବ ଉପରେ ଆଲୋଚନା କରାଯାଉଛି । ସେପଟେ ଏନେଇ ବାଣିଜ୍ୟ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି । ଯାହା ଉପରେ ବିଚାରମର୍ଶ କରି ନିଷ୍ପତ୍ତି ନିଆଯିବ ।

ତେବେ କଟକ ଓ ଭୁବନେଶ୍ୱରରେ ଯାନବାହାନ ଚଳାଚଳର ଅଧିକ ବ୍ୟବହାର ହେଉଛି । ତେଣୁ ସରକାରୀ ଅଫିସରେ କିଛି ପରିମାଣରେ ଇଲେକ୍ଟ୍ରିକ ଗାଡ଼ି ବ୍ୟବହାର କରିବାକୁ ଚିନ୍ତା କରାଯାଉଛି । ପ୍ରତି ଅଫିସରେ କିଛି ପେଟ୍ରୋଲ ଓ ଡିଜେଲ ଗାଡି ଭଡ଼ାରେ ଅଣାଯାଇଛି । କିଛି ଇଲେକଟ୍ରିକ୍ ବସ୍ ବି ଚାଲିଲାଣି । ଏକ ଉଚ୍ଚସ୍ତରୀୟ ବୈଠକରେ ସରକାରୀ କାର୍ଯ୍ୟାଳୟରେ ଇଲେକଟ୍ରିକ୍ ଗାଡ଼ି ବ୍ୟବହାର ନେଇ ଚିନ୍ତା କରାଯିବ ।

Related posts

ୟେଦୁରପ୍ପାଙ୍କୁ ଧର୍ମଗୁରୁଙ୍କ ଚେତାବନୀ: ଅପୁ ଗୌଡାଙ୍କୁ ମନ୍ତ୍ରୀ ନ କଲେ ସରକାର ଭାଙ୍ଗିବ

mahabharatanews

ବିଜେପି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

mahabharatanews

ଟୀକା କରୋନା ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ନାହିଁ: ବିଶେଷଜ୍ଞ

mahabharatanews