ବିଶ୍ୱଶେଷରେ ହାର ମାନିଲା ୟୁକ୍ରେନmahabharatanewsMarch 9, 2022 by mahabharatanewsMarch 9, 20220240 ୱାସିଂଟନ : ଆଜିକୁ ୧୩ ଦିନ ପୂରିଲା ଋଷ-ୟୁକ୍ରେନ ଯୁଦ୍ଧ । ଋଷର ସେନା ଆଗରେ ଆଉ ତିଷ୍ଠିବାର ଆଶା ନ ଥିବା ଜାଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି...
ବିଶ୍ୱଭାରତରୁଷ-ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କ ତେଲ ଡିପୋରେ ଭୟଙ୍କର ବିସ୍ଫୋରଣmahabharatanewsMarch 7, 2022 by mahabharatanewsMarch 7, 20220302 (ଦିଲ୍ଲୀ) : ରୁଷ-ୟୁକ୍ରେନ୍ ଯୁଦ୍ଧ ଏବେ ୧୨ ଦିନରେ ପହଁଞ୍ଚି ସାରିଛି। ଏହା କାରଣରୁ ପ୍ରାୟ ୧୫ ଲକ୍ଷ ଲୋକ ୟୁକ୍ରେନ୍ ଛାଡି ସାରିଛନ୍ତି। ରୁଷ ପୁଣିଥରେ ୟୁକ୍ରେନ୍ର ୪ଟି ସହରରେ ସାମୟିୟକ ଅସ୍ତ୍ରବିରତିର...
ବିଶ୍ୱଭାରତରଷିଆର ସାମୟିକ ଅସ୍ତ୍ରବିରତି ଘୋଷଣାmahabharatanewsMarch 7, 2022March 7, 2022 by mahabharatanewsMarch 7, 2022March 7, 20220270 ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି ।...
ବିଶ୍ୱଭାରତଯୁଦ୍ଧରେ ଗଲାଣି ୧୦ ହଜାର ଋଷ ସୈନିକଙ୍କ ଜୀବନmahabharatanewsMarch 7, 2022 by mahabharatanewsMarch 7, 20220285 ନୂଆଦିଲ୍ଲୀ – ଋଷ- ୟୁକ୍ରେନ ଯୁଦ୍ଧକୁ ୧୦ଦିନ ବିତିଯାଇଛିି । ଯୁଦ୍ଧରେ ଦୁଇ ଦେଶର ସେନାକୁ ବ୍ୟାପକ କ୍ଷତି ପହଞ୍ଚିଛି । ଗୋଟିିଏ ପଟେ ଋଷର ମିସାଇଲ ମାଡରେ ୟୁକ୍ରେନ ଛାରଖାର ହେବାରେ ଲାଗିଛି...
ବିଶ୍ୱଜାଣନ୍ତୁ ଜେନେଭା ଚୁକ୍ତି କ’ଣ?mahabharatanewsMarch 4, 2022 by mahabharatanewsMarch 4, 20220186 ଜେନେଭା: ଋଷ ତାର ଭୟାବହତା ଧିରେ ଧିରେ ବଢାଇବାରେ ଲାଗିଛି । ଋଷର ଏପରି ଆକ୍ରମଣ ହେତୁ ୟୁକ୍ରେନର ଲୋକ ଘରୁ ବାହାରିବାକୁ ମଧ୍ୟ ଭୟ କଲେଣି । କେତେ ଲୋକଙ୍କର ଜୀବନ ନେଲାଣି...
ବିଶ୍ୱପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୩୦ ମୃତmahabharatanewsMarch 4, 2022 by mahabharatanewsMarch 4, 20220163 ପେଶାଓ୍ଵର: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ ହୋଇଛି ଯେଉଁଥିରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପାକିସ୍ତାନର ପେଶାଓ୍ଵରରେ ଏକ ମସଜିଦରେ ନମାଜ ପାଠ ସମୟରେ ଆତ୍ମଘାତୀ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ...
ବିଶ୍ୱଭାରତୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁmahabharatanewsMarch 2, 2022March 2, 2022 by mahabharatanewsMarch 2, 2022March 2, 20220279 ନୂଆଦିଲ୍ଲୀ: ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ପଞ୍ଜାବର ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରୀ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ । ମୃତଦେହ ଆଣିବାକୁ...
ବିଶ୍ୱ୧୮ ହଜାର ବର୍ଷ ପଛକୁ ଚାଲି ଯିବ ଦୁନିଆ!mahabharatanewsMarch 2, 2022 by mahabharatanewsMarch 2, 20220257 ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିଯାଇଛି । ଲଢ଼େଇ ବର୍ତ୍ତମାନ ସମୟରେ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି, କିନ୍ତୁ ତଥାପି ସଙ୍କଟ ଜାରି ରହିଛି ।...
ବିଶ୍ୱଭାରତଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତିmahabharatanewsMarch 1, 2022 by mahabharatanewsMarch 1, 20220330 ନୂଆଦିଲ୍ଲୀ: ଋଷକୁ ନେଇ ମେଟା ଭର୍ସରଙ୍କ ନିଷ୍ପତ୍ତି । ଋଷିଆ ସରକାରୀ ମିଡିଆ ବ୍ୟାନ ହେବ ୟୁରୋପୀୟ ସଂଘରେ । ଏହାର ଅର୍ଥ ଫେସବୁକରେ ଋଷିଆ ସରକାରୀ ମିଡିଆ ଆରଟି ଏବଂ ସ୍ପୁଟନିକର କୌଣସି...
ବିଶ୍ୱୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣmahabharatanewsFebruary 24, 2022 by mahabharatanewsFebruary 24, 20220336 ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ୍ ମାମଲା ଭୟଙ୍କର ସ୍ଥିତିରେ ପହଂଚିଛି । ପୁଟିନ୍ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍ର କିଭ୍ ଓ ଖାରକିଭ୍ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା...