ମନୋରଞ୍ଜନଭାଇରଲ ଭେଜ୍ ବଟର ଚିକେନ୍mahabharatanewsMay 3, 2023 by mahabharatanewsMay 3, 20230126 (ସୋସିଆଲ ମିଡ଼ିଆ) : ଆଜିକାଲି ଯୁବପିଢିଙ୍କୁ ସୋସିଆଲ ମିଡିଆ ଏକ ଟ୍ରେଣ୍ଡ ଭାବେ ଗ୍ରହଣ କରିସାରିଲେଣି । ତେବେ ଆଜିର ସ୍ମାର୍ଟ ଯୁଗରେ ଆମେ ପ୍ରତ୍ୟେକ ମୁହୁର୍ତ୍ତରେ କିଛି କିଛି ନା କିଛି ନୂଆ...
ମନୋରଞ୍ଜନ ବିବାଦରେ ‘ଦ କେରଳ ଷ୍ଟୋରି’: କଟିଲା ଏହି ଦୃଶ୍ୟmahabharatanewsMay 3, 2023 by mahabharatanewsMay 3, 20230151 (କେରଳ) : ‘ଦ କେରଳ ଷ୍ଟୋରି’ର ବିଜ୍ଞାପନ (ଟିଜର) ପ୍ରକାଶ ପାଇବା ଦିନଠାରୁ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ । ମେ ୫ ତାରିଖରେ...
ଖେଳଭାରତମନୋରଞ୍ଜନବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲmahabharatanewsApril 24, 2023 by mahabharatanewsApril 24, 20230172 ଭାରତୀୟ କ୍ରିକେଟର ଓ ବଲିଉଡ ଯୋଡି କଥା ଆସିଲେ ପ୍ରଥମେ ମନରେ ଆସେ ଅନୁଷ୍କା ଶର୍ମା ଓ ବିରାଟ କୋହଲି । ଅନୁଷ୍କା ବଲିଉଡର ଜଣେ ଆଗ ଧାଡିର ହିରେଇନ । ସେହିପରି ବିରାଟ...
ମନୋରଞ୍ଜନହନି ସିଂ ଏବଂ ଟିନା ଥଡାନୀଙ୍କ ବ୍ରେକଅପmahabharatanewsApril 20, 2023 by mahabharatanewsApril 20, 20230144 ମୁମ୍ବାଇ : “ଗୋଟିଏ ପଟେ ଗାୟକ ତଥା ରାପର ହନି ସିଂ । ତାଙ୍କର ସମସ୍ତ ଗୀତରେ ପ୍ରଶଂସକ ନାଚି ଉଠନ୍ତି । ଅନ୍ୟପକ୍ଷରେ ସେ ଅନେକ ଥର ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ...
ମନୋରଞ୍ଜନପୂଜା ହେଗଡେଙ୍କୁ ଲଗଜରୀ କାର ଗିଫ୍ଟ କଲେ ପ୍ରଡ୍ୟୁସରmahabharatanewsApril 18, 2023April 18, 2023 by mahabharatanewsApril 18, 2023April 18, 20230120 ମୁମ୍ବାଇ : ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ କିସି କା ଭାଇ କିସି କି ଜାନରେ ନଜର ଆସିବେ ପୂଜା ହେଗଡେ | ତାଙ୍କର ଶେଷ ଚଳଚ୍ଚିତ୍ର ସର୍କସ ଫ୍ଲପ୍ ହୋଇଥିଲା |...
ମନୋରଞ୍ଜନମିସ୍ ଟିନ୍ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି କୀଟ ୟୁନିଭର୍ସିଟିର ଛାତ୍ରୀ ତ୍ରିଶ୍ନା ରାୟmahabharatanewsApril 15, 2023 by mahabharatanewsApril 15, 20230162 ଭୁବନେଶ୍ୱର : କୀଟ ୟୁନିଭର୍ସିଟିର ଛାତ୍ରୀ ହେଲେ ମିସ୍ ଟିନ୍ ଡିଭା | ମିସ୍ ଟିନ୍ ଡିଭା ୨୦୨୨ ମୁକୁଟ ହାତେଇଛନ୍ତି ତ୍ରିଶ୍ନା ରାୟ । ତେବେ ତ୍ରିଶ୍ନା ହେଉଛନ୍ତି ଫ୍ୟାଶନ୍ ଟେକ୍ନୋଲୋଜି କିଟ୍...
ମନୋରଞ୍ଜନବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆସନ୍ତା ୩୦ରେ ହତ୍ୟା ଧମକପୂର୍ଣ୍ଣ ଫୋନ୍ କଲ ଆସିଛିmahabharatanewsApril 11, 2023 by mahabharatanewsApril 11, 20230268 ପୁଣି ସଲମାନ ଖାନଙ୍କୁ ହତ୍ୟା ଧମଳ । ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଆସନ୍ତା ଏପ୍ରିଲ ୩୦ ରେ ହତ୍ୟା କରିବା ନେଇ ଧମକପୂର୍ଣ୍ଣ ଫୋନ୍ କଲ ଆସିଛି । ଗତ ସୋମବାର ରାତିରେ...
ମନୋରଞ୍ଜନସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍,ବଢିଲା ସୁରକ୍ଷା ବ୍ୟବସ୍ଥାmahabharatanewsMarch 20, 2023 by mahabharatanewsMarch 20, 20230154 ମୁମ୍ବାଇ : ଭାଇଜାନ ସଲମାନଙ୍କୁ ପୁଣି ଥରେ ମିଳିଲା ହତ୍ୟା ଧମକ । ସଲମାନ ଖାନ୍ ଙ୍କୁ ମାରିଦେବା ପାଇଁ ଆସିଛି ଧମକପୂର୍ଣ୍ଣ ମେଲ୍ । ଏନେଇ ବାନ୍ଦ୍ରା ଥାନାରେ ଏତଲା ଦାୟର ହୋଇଛି...
ଭାରତମନୋରଞ୍ଜନବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛିmahabharatanewsMarch 9, 2023March 9, 2023 by mahabharatanewsMarch 9, 2023March 9, 20230163 ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ଗୁରୁବାର ସକାଳେ ପରଲୋକ ଘଟିଛି। ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ...
ବିଶ୍ୱଭାରତମନୋରଞ୍ଜନମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍mahabharatanewsJanuary 15, 2023 by mahabharatanewsJanuary 15, 20230194 ନୂଆଦିଲ୍ଲୀ: ଘୋଷଣା ହୋଇଯାଇଛି ମିସ୍ ୟୁନିଭର୍ସ ୨୦୨୨ । ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ପିନ୍ଧିଛନ୍ତି ଆମେରିକାର ଆର୍ ବୋନୀ ଗେବ୍ରିଏଲ୍ । ବିଶ୍ୱରୁ ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଗେବ୍ରିଏଲ୍ ଏହି ମୁକୁଟ...