Category : ଶିକ୍ଷା

ଓଡିଶାରାଜନୀତିଶିକ୍ଷା

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

mahabharatanews
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ ୦୭ ତାରିଖ ଅର୍ଥାତ ଆସନ୍ତା କାଲି ବାଣପୁର ଗସ୍ତରେ ଥିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଖୋର୍ଦ୍ଧା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା...
ଓଡିଶାପ୍ରଯୁକ୍ତିବିଦ୍ୟାଵାଣିଜ୍ୟଶିକ୍ଷା

AI ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଛି AI Impact summit 2025

mahabharatanews
ଆଜି ଭୁବନେଶ୍ୱର ସ୍ଥିତ ଲୋକସଭା କନ୍‌ଭେନସନ୍ ହଲରେ ଅନୁଷ୍ଠିତ ହୋଇ ଯାଇଛି AI Impact summit ୨୦୨୫ ଯାହା ଦୁଇଦିନ ଧରି ହେବାକୁ ଥିବାବେଳେ ଏଠାରେ ବଡ ସୂଚନା ଦେଇଛନ୍ତି ମନ୍ତ୍ରୀ , ଆଉ...
ଦେଶ ବିଦେଶଭାରତଶିକ୍ଷା

ବିହାରରେ ଘନ କୁହୁଡିର ପ୍ରଭାବ, ବଦଳିଲା ସ୍କୁଲ ଖୋଲିବା ସମୟ

mahabharatanews
ଶୀତଳ ଲହରୀ ପରିସ୍ଥିତି ଏବଂ ତାପମାତ୍ରାରେ ନିରନ୍ତର ହ୍ରାସକୁ ଦୃଷ୍ଟିରେ ରଖି, ପାଟନା ପ୍ରଶାସନ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆନୁଷ୍ଠାନିକ ଭାବରେ ସ୍କୁଲ ସମୟ ସଂଶୋଧନ କରିଛି। ବିହାରରେ ପାଗ ସମ୍ବନ୍ଧୀୟ...
ଦେଶ ବିଦେଶଶିକ୍ଷା

ପାକିସ୍ତାନ ସ୍କୁଲରେ ପଢାଯିବ ସଂସ୍କୃତ ଓ ଗୀତାଜ୍ଞାନ

mahabharatanews
ଏହି ସପ୍ତାହରେ ପାକିସ୍ତାନର ଶିକ୍ଷା କ୍ଷେତ୍ରରେ ଏପରି ଏକ ପରିବର୍ତ୍ତନ ହୋଇଛି, ଯାହା ବିଭାଜନ ପରଠାରୁ କେବେ ହୋଇନଥିଲା । ଏବେ ପାକିସ୍ତାନରେ ପଢାହେବ ସଂସ୍କୃତ ଓ ଗୀତାଜ୍ଞାନ । ଲାହୋର ବିଶ୍ୱବିଦ୍ୟାଳୟ ପରିଚାଳନା...
ଓଡିଶାଶିକ୍ଷା

ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ

mahabharatanews
ଚାନ୍ଦବାଲି ବ୍ଲକର ବିବେକାନନ୍ଦ ବିଦ୍ୟାପୀଠ ,ଧାମରା ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ଶକ୍ତି କ୍ଲବ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭାବତୋଷ ମଲ୍ଲିକ...
ଓଡିଶାଶିକ୍ଷା

ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ, ପିଲା ପଢିବେ ନୂଆ ବହି…

mahabharatanews
ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ। ପିଲା ପଢିବେ ନୂଆ ବହି। ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ। ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନରେ ପରିଚାଳିତ ହେଉଥିବା ସ୍କୁଲ ଗୁଡିକର...
ଓଡିଶାଶିକ୍ଷା

ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ଅଧିକ ୧୫ ମିନିଟ ଦିଆଯିବ

mahabharatanews
ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ସକାଳ ୯ଟାରୁ ସାଢ଼େ ୧୧ଟା ଯାଏ ପରୀକ୍ଷା ଚାଲିବ । ଗଣିତ ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ...
ଓଡିଶାଶିକ୍ଷା

ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି

mahabharatanews
ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା । ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ଶିକ୍ଷକ ବଦଳି ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । ୧୫ ଶିକ୍ଷକ...
ଓଡିଶାଶିକ୍ଷା

78ତମ ଏନ.ସି.ସି ଦିବସ ପାଳନ

mahabharatanews
ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ  78 ତମ ଏନ.ସି.ସି ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭାରତୀୟ...
ଓଡିଶାଶିକ୍ଷା

ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ

mahabharatanews
ପାରାଦୀପ ବନ୍ଦର ରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୃଜନଶୀଳତା, ନବସୃଜନ ଏବଂ ଅଭିଜ୍ଞତାମୂଳକ ଶିକ୍ଷାର ପ୍ରଦର୍ଶନ ପୂର୍ବକ ଏକ TLM ମେଳା ଆୟୋଜନ କରାଯାଇଛି। ପ୍ରଥମ ରୁ ୫ମ ଶ୍ରେଣୀ...