ଶିକ୍ଷାଗଜପତି ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀmahabharatanewsAugust 19, 2021 by mahabharatanewsAugust 19, 20210205 ଗଜପତି: ଆଜି ଦିନିକିଆ ଗଜପତି ଗସ୍ତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କୋରୋନା କଟକଣା ପରେ ଦୀର୍ଘ ଦିନ ପରେ ସ୍କୁଲ ଖୋଲିଛି । ତେବେ ସ୍କୁଲ...
ଶିକ୍ଷାୟୁଟ୍ୟୁବରେ ପଢିବେ +୨ ପିଲାmahabharatanewsAugust 18, 2021August 18, 2021 by mahabharatanewsAugust 18, 2021August 18, 20210229 ଭୁବନେଶ୍ୱର : ଜୁମ ଏବଂ ଗୁଗଲ ମିଟ ପରି କିଛି ଆପ ପରେ ଏବେ ସବୁଠାରୁ ଲୋକପ୍ରିୟ ଆପ ୟୁଟ୍ୟୁବରେ ହେବ ଅନଲାଇନ କ୍ଲାସ । ଏଣିକି ୟୁଟ୍ୟୁବରେ ପ।।ଠ ପଢିବେ ଯୁକ୍ତ ୨...
ଶିକ୍ଷାପରୀକ୍ଷାକୁ ନେଇ ୟୁଜିସିର ଗାଇଡଲାଇନ ଜାରିmahabharatanewsJuly 17, 2021 by mahabharatanewsJuly 17, 20210171 ନୂଆଦିଲ୍ଲୀ: କରୋନା ମହାମାରୀ ଭୟା ଭୟତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପରୀକ୍ଷାକୁ ନେଇ ଆଶା ଆଶଙ୍କା ଭିତରେ ଛାତ୍ରଛାତ୍ରୀ । ଏହାରି ଭିତରେ ଗତକାଲି ଟଏଉ ଏକ...
ଶିକ୍ଷାଜେଇଇ ମେନ ଟପର ହେଲେ ଜଣେ ଝିଅ mahabharatanewsMarch 25, 2021 by mahabharatanewsMarch 25, 20210259 ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୨୦୨୧ ରେଜଲ୍ଟ । ଏନଟିଏ ଦ୍ୱାରା ପରିଚାଳିତ ପରୀକ୍ଷା ଜେଇଇ ମେନ ରେଜଲ୍ଟ ପ୍ରକାଶ ପାଇଛି । ଝିଅମାନେ ପୁଅଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି । ଚଳିତବର୍ଷ...
ଶିକ୍ଷାଆସନ୍ତା ୧୦ରୁ ମାଟ୍ରିକ ଫର୍ମ ପୂରଣ ଆରମ୍ଭmahabharatanewsJanuary 6, 2021 by mahabharatanewsJanuary 6, 20210342 କଟକ: ଦୀର୍ଘ ପ୍ରତିକ୍ଷା ପରେ ଏବେ ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ଫର୍ମ ପୂରଣ ପାଇଁ ବାହାରିଲା ବିଜ୍ଞପ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି...
Uncategorizedଶିକ୍ଷାଏଣିକି ବହି ବସ୍ତାନୀ ବୋଝ କମିବmahabharatanewsDecember 14, 2020 by mahabharatanewsDecember 14, 20200383 ନୂଆଦିଲ୍ଲୀ: ଏଣିକି ବହି ବସ୍ତାନୀ ବୋଝ କମିବ। ବସ୍ତାନୀ ଓଜନ ପିଲାଙ୍କ ଓଜନର ୧୦ ପ୍ରତିଶତ ହେବ ଏଣିକି । ଏନେଇ କେନ୍ଦ୍ର ପକ୍ଷରୁ ଏକ ପତ୍ର ସମସ୍ତ ରାଜ୍ୟ ସରକାରକୁ ହୋଇଛି ।...
ଶିକ୍ଷାଅରିଜିନିଲ ସାର୍ଟିଫିକେଟ +୩ ନାମଲେଖା ପାଇଁ ଜରୁରି ନୁହେଁ: ଉଚ୍ଚ ଶିକ୍ଷା ବିଭାଗmahabharatanewsSeptember 29, 2020 by mahabharatanewsSeptember 29, 20200282 ଭୁବନେଶ୍ୱର: +୩ରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ନାମଲେଖା ପାଇଁ ଅରିଜିନାଲ ସାର୍ଟିଫିକେଟ ଜରୁରି ନ ଥିବା କୁହାଯାଇଛି । କରୋନା କାରଣରୁ ଅରିଜିନାଲ ସାର୍ଟିଫିକେଟ...
ଓଡିଶାଶିକ୍ଷାଜେଇଇ ମେନ୍ ୨୦୨୦: ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାଶ ଟପ୍ପରmahabharatanewsSeptember 12, 2020 by mahabharatanewsSeptember 12, 20200299 (ନୂଆଦିଲ୍ଲୀ): ଶୁକ୍ରବାର ରାତିରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପକ୍ଷରୁ ପ୍ରକାଶ ପାଇଛି ଜେଇଇ ମେନ୍ ପରୀକ୍ଷାଫଳ । ଏଥିରେ ଓଡିଶାରୁ ଟପ୍ପର ହୋଇଛନ୍ତି ସୌରଭ ସୌମ୍ୟକାନ୍ତ ଦାଶ । ତେବେ ସେ...
ଵାଣିଜ୍ୟଶିକ୍ଷାଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତmahabharatanewsSeptember 10, 2020 by mahabharatanewsSeptember 10, 20200521 (ନୂଆଦିଲ୍ଲୀ): କରୋନା ଟିକା ପରୀକ୍ଷା କରାଉଥିବା ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଭାରତରେ କୋଭିସିଲ୍ଡ ଟିକା ପରୀକ୍ଷା ସ୍ଥଗିତ ରଖିଛି। ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ପକ୍ଷରୁ ଏକ ବିବୃତିରେ ଉଲ୍ଲେଖ କରାଯାଇଛି ଯେ...
ଶିକ୍ଷାଜୁଲାଇ ୨୯ରେ ମାଟ୍ରିକ ପରୀକ୍ଷା ଫଳ ବାହାରିବmahabharatanewsJuly 27, 2020 by mahabharatanewsJuly 27, 20200261 ଭୁବନେଶ୍ୱର/ ଶିଳାସ୍ମିତା ରାୟ: ଆସନ୍ତା ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ...