ଅପରାଧଓଡିଶାଖଣ୍ଡାରେ ହାଣିଲେ ଦୁର୍ବୃତ୍ତmahabharatanewsDecember 6, 2019 by mahabharatanewsDecember 6, 20190384 (ମହାଭାରତ/ରଜନୀ କାନ୍ତ ପାତ୍ର) ହିଞ୍ଜିଳି: ଦିଗପହଣ୍ଡି ଦେଓଖାଳି ଛକରେ ଶୁକ୍ରବାର ଜଣେ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡିଛି । ଏବଂ ଏହାପରେ ଉକ୍ତ ଦୁର୍ବୃତ୍ତମାନେ କରପଡ଼ା ଗ୍ରାମରେ ବାଇକରେ ଯାଉଥିବାବେଳେ ଜଣଙ୍କୁ ଅଟକାଇ...
ଅପରାଧଓଡିଶାହାଇଦ୍ରାବାଦ ଏନକାଉଣ୍ଟର ହିରୋmahabharatanewsDecember 6, 2019 by mahabharatanewsDecember 6, 20190348 (ମହାଭାରତ/ ମଧୁସ୍କିତା ତ୍ରିପାଠୀ): ହାଇଦ୍ରାବାଦ ମହିଳା ଡାକ୍ତର ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଆଜି ସକାଳେ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତମାନଙ୍କୁ ଚେତନାପାଲ୍ଲୀ ପୋଲ ତଳେ...
ଅପରାଧଗିରଫ ହେଲା ଅନ୍ତଃସତ୍ତ୍ୱା ଛାତ୍ରୀଙ୍କ ଅଭିଯୁକ୍ତmahabharatanewsDecember 6, 2019 by mahabharatanewsDecember 6, 20190287 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଗୋଟିଏ ପଟେ ହାଇଦ୍ରାବାଦର ୪ଦୁଷ୍କମକାରୀଙ୍କୁ ଏନକାଉଣ୍ଟର ଘଟଣା ଦେଶରେ ଚାଞ୍ଚଲ୍ୟ ସୃ୍ଷ୍ଟି କରିଛି । ରାଜ୍ୟରେ ଏହାକୁ ନେଇ ରାଜ୍ୟବାସୀ ଉତ୍ସାହିତ ଅଛନ୍ତି । କିନ୍ତୁ ଏହାରି ଭିତରେ ରାଜ୍ୟରେ ଆସିଛି...
ଅପରାଧଓଡିଶାଫାଶୀରେ ଝୁଲିବେ ନିର୍ଭୟା ବଳାତ୍କାରୀ ?mahabharatanewsDecember 6, 2019 by mahabharatanewsDecember 6, 20190482 (ମମତା ସାମଲ)ମହ।।ରତ: ହଇଦ୍ରାବାଦର ଗଣବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତକାରୀଙ୍କୁ ଏନକାଉଣ୍ଟର କରିବା ପରେ ଏବେ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି. ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତକାରୀଙ୍କୁ ମିଳିବ ଫାଶୀ. ନିର୍ଭୟା କାଣ୍ଡରେ...
ଅପରାଧଓଡିଶା୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରmahabharatanewsDecember 6, 2019 by mahabharatanewsDecember 6, 20190320 (ମହାଭାରତ/ ମଧୁସ୍ମିତା ତ୍ରିପାଠୀ): ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି...
ଅପରାଧଓଡିଶାଭିଜିଲାନ୍ସ ପଞ୍ଝାରେ କିରାଣୀmahabharatanewsDecember 5, 2019 by mahabharatanewsDecember 5, 20190316 ( ମମତା ସାମଲ)ମହାଭାରତ: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ କିରାଣୀ ଚତୁର୍ଭୁଜ ଖମାରୀ । ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।...
ଅପରାଧଓଡିଶାସ୍ମାର୍ଟ ସିଟିରେ ଝୁଲନ୍ତା ମୃତ ଦେହ ଉଦ୍ଧାରmahabharatanewsDecember 5, 2019 by mahabharatanewsDecember 5, 20190331 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଆଜି ଭୁବନେଶ୍ଵର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ଏମଆଇଜି-୫୧ ଭଡାଘର ଭିତରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ନା ଆର. ରଞ୍ଜିତା ରାଓ ବୋଲି ଜଣା...
ଅପରାଧଓଡିଶାବଙ୍ଗୀୟ ମହିଳାଙ୍କୁ ଦୁର୍ବ୍ୟବହାରmahabharatanewsDecember 4, 2019 by mahabharatanewsDecember 4, 20190351 (ଆଦର୍ଶ ରାଉତ/ମହାଭାରତ)ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନିଳାଦ୍ରୀ ବିହାର ଅଞ୍ଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଜଣେ ବଙ୍ଗୀୟ ମହିଳାଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରିଥିବା ମହିଳା ଜଣଙ୍କ ଥାନରେ ଅଭିଯୋଗ କରିଛନ୍ତି ।...
ଅପରାଧନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶି ଦେବାକୁ ତିହାଡ ପ୍ରଶାସନ ଖୋଜୁଛି ଜଲ୍ଲାଦmahabharatanewsDecember 3, 2019 by mahabharatanewsDecember 3, 20190332 (ମହାଭାରତ/ନୁଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ଏବେ ପୁଣି ହ୍ରାଇଦାବାଦରେ ସମାନ ଘଟଣାକୁ ନେଇ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶି ଦେବକୁ ଦାବି ହେଉଛି । କିନ୍ତୁ ନିର୍ଭୟା ମାମଲାରେ ଦୋଷୀଙ୍କୁ...
ଅପରାଧ୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190373 (ଜୟନ୍ତ କୁମାର ସେଠୀ)ଗୋପ: ପୁରୀରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି। ୪ ଜଣ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଜଣା ପଡିବା...