Category : ଓଡିଶା

ଓଡିଶା

ରାସ୍ତା ନ ଥିବାରୁ ପ୍ରସୂତି ଚାଲିଲେ ୫ କିମି

mahabharatanews
(ମହାଭାରତ, ରାୟଗଡା): ସରକାର ରୋଗୀ ଓ ଗର୍ଭବତୀଙ୍କୁ ସୁବିଧାରେ ଡାକ୍ତରଖାନାରେ ପହଁଚାଇବା ଲକ୍ଷ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି । କିନ୍ତୁ ପ୍ରତ୍ୟହ ସରକାରୀ କଳର ବିଫଳତାକୁ ନେଇ ଗର୍ଭବତୀଙ୍କ ଯନ୍ତ୍ରଣାର ଖବର ସାମ୍ନାକୁ...
ଓଡିଶା

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ଜିଲ୍ଲାପାଳ

mahabharatanews
(ମହାଭାରତ, ଆସିକା): ଗଞ୍ଜାମ ଜିଲ୍ଲା ଆସିକା ଠାରେ ଏକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଜଣେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଏହି ଘଟଣା...
ଓଡିଶା

ହୋଟେଲରୁ ସେକ୍ସ ରାକେଟ ଠାବ

mahabharatanews
(ମହାଭାରତ, ବାରିପଦା): ବାରିପଦାର ୩ଟି ଲଜରୁ ସେକ୍ସ ରାକେଟ ଠାବ ହୋଇଛି । ଚଢାଉ କରି ୩୦ ଯୁବକଯୁବତୀଙ୍କୁ ଟାଉନ ଥାନା ପୋଲିିସ ଅଟକ ରଖିଛି । କିଛି ଦିନ ହେବ ମୟୁରଭଞ୍ଜ ଜିଲ୍ଲା...
ଓଡିଶା

ଉଦଳା ସେଣ୍ଟେମେରୀ ସ୍କୁଲର ବାର୍ଷିକ ଉତ୍ସବ ପାଳିତ

mahabharatanews
(ମହାଭାରତ, ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳା ଦିବ୍ୟସିଂହପୁର ଠାରେ ଥିବା ସେଣ୍ଟମେରୀ ସ୍କୁଲରେ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ମଧୁସ୍ମିତା ଦାସ ଏହି ଉତ୍ସବରେ...
ଓଡିଶା

ବୁଡି ଯାଉଥିବା ବେଳେ ସମୁଦ୍ରରୁ ଯୁବକ ଉଦ୍ଧାର, ୧ ନିଖୋଜ

mahabharatanews
(ମହାଭାରତ, ପୁରୀ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଅନ୍ତର୍ଗତ ଜାହାଙ୍ଗିଆ ଠାରେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯୁବକ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି...
ଓଡିଶା

ବାଇକକୁ ପିଟିଲା କାର, ୨ ଗୁରୁତର

mahabharatanews
(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ଅନ୍ତର୍ଗତ ମଜୁରୀଗଡିଆ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ବାଇକ୍କୁ ଗୋଟିଏ କାର ଧକ୍କା ଦେଇଛି । ଫଳରେ ବାଇକ୍ ଆରୋହୀଙ୍କ ସମେତ ଅନ୍ୟ...
ଓଡିଶା

ବଡ଼ଚଣା: ଗାନ୍ଧୀ ସ୍ମୃତି ପୀଠ ଉଦଘାଟିତ

mahabharatanews
ଯାଜପୁର: ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ କାଲି ବଡ଼ଚଣା ର୍ନିବାଚନମଣ୍ଡଳୀ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତ ର ସୁଙ୍ଗୁଡ଼ା ଗ୍ରାମ ରେ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସହ ବିଭିନ୍ନ...
ଓଡିଶା

ଶୀତରେ ଥରହର ସୁବର୍ଣ୍ଣପୁର

mahabharatanews
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରରେ ଚଳିତ ମାସ ପ୍ରଥମ ସପ୍ତାହରୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଅ ।ଶାତୀତ ଭାବେ କମ୍ ହେବା ଫଳରେ ଗତ ୧୭ ତାରିଖରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି...
ଓଡିଶା

ବଡଗୁଣ୍ଡରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ

mahabharatanews
କଣିହା: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ବଡଗୁଣ୍ଡରୀ ଶ୍ରୀ ଗୁରୁଜୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ...
ଓଡିଶା

ସାହାଯ୍ୟ କରିବାକୁ ଯାଇ ଛାତ୍ରଙ୍କ ମୃତ୍ୟୁ

mahabharatanews
ଜଳେଶ୍ୱର: ଅଧୁରା ରହିଗଲା ସ୍କୁଲର ବାର୍ଷିକ ଉତ୍ସବ ଓ ମେଟ୍ରିକ ପରୀକ୍ଷା । ସଡ଼କ ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ ପରେ ଏଭଳି ଘଟଣା ଘଟିଛି । ଜଳେଶ୍ୱର ଥାନା ନୂଅ ।ବଜାର...