ଅପରାଧଓଡିଶାଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ଉନ୍ନାଓ ପୀଡିତାଙ୍କ ମାମଲା: ଯୋଗୀmahabharatanewsDecember 7, 2019 by mahabharatanewsDecember 7, 20190366 (ଉନ୍ନାଓ /ମହାଭାରତ): ଦୀର୍ଘ ୪୪ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଥମେ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସିକା ଏବଂ ଏବେ ଉନ୍ନାଓ...
ଓଡିଶାଅଭିଯୁକ୍ତମାନଙ୍କୁ ଗୁଳି କରି ମାରି ଦିଆଯାଉ: ଉନ୍ନାଓ ପୀଡିତାଙ୍କ ପରିବାରmahabharatanewsDecember 7, 2019 by mahabharatanewsDecember 7, 20190504 (ନୂଆଦିଲ୍ଲୀ/ମହାଭାରତ): ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତମାନେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଦେଶବ୍ୟାପୀ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କିନ୍ତୁ ସେହିଦିନ ରାତିରେ ଉନ୍ନାଓ...
ଓଡିଶା୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପାmahabharatanewsDecember 7, 2019 by mahabharatanewsDecember 7, 20190332 (ମହାଭାରତ): ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ରାଜନୀତି ଜୋର ଧରିଛି । ପୀଡିତାର ପରିବାରକୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭେଟିଛନ୍ତି । ପ୍ରିୟଙ୍କାଙ୍କୁ ପୀଡିତାଙ୍କ ପରିବାର ଏକ ବର୍ଷ...
ଓଡିଶାବିଧାନସଭା ଆଗରେ ଅଖିଳେଶଙ୍କ ଧାରଣାmahabharatanewsDecember 7, 2019 by mahabharatanewsDecember 7, 20190331 (ମହାଭାରତ): ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ ପୋଡି ହତ୍ୟା ଘଟଣାକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି । ଏହି ଘଟଣାକୁ ପ୍ରତିବାଦ କରି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି...
ଓଡିଶାବିଧାୟକ ଉମାକାନ୍ତଙ୍କ ଦ୍ୱାରା ୫୮୦ ନୂତନ ରାଶନ କାର୍ଡ ପ୍ରଦାନmahabharatanewsDecember 7, 2019 by mahabharatanewsDecember 7, 20190541 (ଗୋପ/ମହାଭାରତ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ପରିସରରେ ସତ୍ୟବାଦୀ ବ୍ଲକର ୫୮୦ ଜଣଙ୍କୁ ନୂତନ ରାଶନ କାର୍ଡ ପ୍ରଦାନ କଲେ ବିଧାୟକ ଉମାକାନ୍ତ ସମାନ୍ତରାୟ । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଧାୟକ ଉମାକାନ୍ତ...
ଓଡିଶାମୃତ ନବଜାତ ପୁତ୍ର ଉଦ୍ଧାରmahabharatanewsDecember 7, 2019 by mahabharatanewsDecember 7, 20190306 (ମହାଭାରତ/ହିଞ୍ଜିଳି): ଗଂଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ ର୍ନିବାଚନ ମଣ୍ଡଳୀ ହିଂଜିଳି କାଟୁରେ ପୁଣି ଥରେ ଅଲୋଡା ହୋଇପଡିଛି ନବଜାତ ଶିଶୁ ପୁତ୍ର । ଏଭଳି ଏକ ହୃଦୟ ବିଦାରକ ଘଟଣା ପୁଣି ଦେଖିବାକୁ ମିଳିଛି ହିଞ୍ଜିଳି...
ଅପରାଧଓଡିଶାଛାତ୍ରଙ୍କୁ ମାଡ଼ ମାରି ଅଡ଼ୁଅ।ରେ ଶିକ୍ଷକmahabharatanewsDecember 7, 2019 by mahabharatanewsDecember 7, 20190378 (ମହାଭାରତ/ଜଳେଶ୍ୱର): ଜଣେ ଶିକ୍ଷକ ଛାତ୍ରକୁ ମାଡ ମ।।ରିବା ଘଟଣାକୁ ନେଇ ଥାନାରେ ମାମଲା ପହଁଚିଛି । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ମଥାନୀ ପଞ୍ଚାୟତର ତିଗିରିଆ ହାଇସ୍କୁଲରେ । ସାଇକେଲରେ...
ଓଡିଶାପୁଣି ବିବାଦରେ ପାଉଁଶକୁଳିmahabharatanewsDecember 7, 2019 by mahabharatanewsDecember 7, 20190396 (ମହାଭାରତ/ଜଳେଶ୍ୱର): ପୂର୍ବରୁ ଭତ୍ତା ଓ ଗୃହ ବଣ୍ଟନ ପାଇଁ ବିବାଦରେ ଥିବା ପାଉଁଶକୁଳି ପଞ୍ଚାୟତ ଏବେ ପଂ·ୟତ ବୈଠକକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇ ଆସିଛି । ଅନ୍ୟାୟ ପ୍ରତିବାଦରେ ପଂ·ୟତ...
ଓଡିଶାଅଗ୍ନିକାଣ୍ଡରେ ୧୦ ବଖରା ଭସ୍ମୀଭୂତmahabharatanewsDecember 7, 2019 by mahabharatanewsDecember 7, 20190489 (ମହାଭାରତ, ବ୍ରହ୍ମଗିରି): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫ଟି ପରିବାରର ପ୍ରାୟ ୧୦ ବଖରା ପୋଡି ଭସ୍ମୀଭୂତ ହୋଇଯାଇଛି...
ଓଡିଶାଅଜଣା ଯୁବକଙ୍କ ମୃତଦେହ ଉଦ୍ଧାରmahabharatanewsDecember 7, 2019 by mahabharatanewsDecember 7, 20190413 (ମହାଭାରତ, କେନ୍ଦୁଝର): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବାଇପାସ ଛକରେ ଥିବା ହୋଣ୍ଡା ଶୋ’ ରୁମ୍ ପାଖରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କର ପରିଚୟ ଏଯାଏ ମିଳିପାରି ନାହିଁ ।...