ଓଡିଶାଖେଳଦେଶ ବିଦେଶକଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬mahabharatanewsMarch 17, 2026 by mahabharatanewsMarch 17, 2026012 ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ୨୪ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍ ୨୦୨୬ । ଆସନ୍ତା ୧୮ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ହେବ କ୍ରୀଡା ପ୍ରତି ଯୋଗିତା । ଭାରତୀୟ...
ଓଡିଶାତାଳଚେର ଦେଉଳବେଡାରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବmahabharatanewsMarch 17, 2026 by mahabharatanewsMarch 17, 2026010 ତାଳଚେର ଦେଉଳବେଡା ଗ୍ରାମର କଳ୍ପଘର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଏବର୍ଷ ମା ତାରିଣୀ ଙ୍କ ଉଦେଶ୍ୟରେ ନାମଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖ ବୋହି ଯାଇଥିବା ଚିରୋସ୍ରୋତା...
ଅପରାଧଓଡିଶାରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଛି ‘ଅପରେସନ ସାଇବର କବଚ’mahabharatanewsMarch 17, 2026 by mahabharatanewsMarch 17, 202608 ରାଜ୍ୟରେ ସାଇବର ଅପରାଧୀ ସବାଡ଼ ହେଉଛନ୍ତି । ରାଜ୍ୟବ୍ୟାପୀ ପୋଲିସ ପକ୍ଷରୁ ଜାରି ରହିଥିବା ସ୍ଵତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ରେ ଉଲ୍ଲେଖନୀୟ ସଫଳତା ମିଳିଛି । ସାଇବର ଅପରାଧ ଘଟଣାରେ ଓଡ଼ିଶା ପୋଲିସ...
ଓଡିଶାମହାନଦୀ ଘାଟରେ ବାରୁଣୀ ସ୍ନାନmahabharatanewsMarch 17, 2026 by mahabharatanewsMarch 17, 202606 ମହା ଆଡମ୍ବର ରେ ସରି ଯାଇଛି ବାରୁଣୀ ସ୍ନାନ ଯାତ୍ରା। ତା ମଧ୍ୟରେ ମଧ୍ୟ ସରିଛି ଆଠଗଡ ଗଡଜାତର ପ୍ରସିଦ୍ଧ ଦୋଳ ପର୍ବ । ମହାନଦୀରେ ବାରୁଣୀ ଘାଟରେ ବୁଡ ପକାଇଲେ ବାବା ସର୍ପେଶ୍ଵରଙ୍କ...
ଓଡିଶାଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ଆହ୍ବାନ ଦେଇଛନ୍ତି ମହମ୍ମଦ ମୋକିମ୍mahabharatanewsMarch 17, 2026 by mahabharatanewsMarch 17, 202607 ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ୩ ବିଧାୟକ ନିଲମ୍ଵିତ ହୋଇଛନ୍ତି । କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍’କୁ ନ ମାନି କ୍ରସ୍...
ଓଡିଶାକଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟାmahabharatanewsMarch 17, 2026 by mahabharatanewsMarch 17, 202608 କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଗତାକାଲି ଅଗ୍ନିକାଣ଼୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ...
ଅପରାଧଓଡିଶାଗଞ୍ଜେଇ ସାଙ୍ଗକୁ ଧଳାଜହର ଜବତ, 4 ଗିରଫmahabharatanewsMarch 17, 2026March 17, 2026 by mahabharatanewsMarch 17, 2026March 17, 202608 ଗଞ୍ଜେଇ ସାଙ୍ଗକୁ ଧଳାଜହର ଜବତ । ଆଜି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଇଲେକ୍ଟ୍ରି ଅଫିସ ପଛ ଅଞ୍ଚଳରେ ପୋଲିସର ଛଡାଉ ବେଳେ ୫୧ କିଲୋ ଗଞ୍ଜେଇ ଆଉ ୧୦ଗ୍ରାମ ବ୍ରାଉନ ସୁଗାର ସହିତ...
ଓଡିଶାଖୁଣ୍ଟା ବାରୁଣୀ ପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡmahabharatanewsMarch 17, 2026 by mahabharatanewsMarch 17, 202608 ଆଜି ହେଉଛି ପବିତ୍ର ବାରୁଣୀ ବୁଡ । ବିଭିନ୍ନ ବାରୁଣୀ ପୀଠରେ ଭକ୍ତମାନେ ବୁଡ ପକାଇବା ସହିତ ପୁଣ୍ୟ ଅର୍ଜନ କରୁଛନ୍ତି । କପ୍ତିପଦା ଉପଖଣ୍ଡର ପ୍ରସିଦ୍ଧ ଢୁଢୁଆ ବାରୁଣୀ ପୀଠରେ ଆଜି ସକାଳୁ...
ଓଡିଶାଜ୍ଞାନ ପ୍ରକାଶ ଗଜପତି ଶାଖା ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତmahabharatanewsMarch 17, 2026 by mahabharatanewsMarch 17, 202608 ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ହିତୈଷିଣୀ ସଭାଗୃହରେ ଜ୍ଞାନପ୍ରକାଶର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜ୍ଞାନ ପ୍ରକାଶର ଜିଲ୍ଲା ମୁଖ୍ୟ ଶ୍ରୀମତୀ ସ୍ନିଗ୍ଧା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି...
ଓଡିଶାରାଜନୀତିଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକmahabharatanewsMarch 17, 2026 by mahabharatanewsMarch 17, 202605 କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନାର ଦାଶରଥୀ ଗମାଙ୍ଗ ଓ କଟକ-ବାରବାଟୀର ସେଫିଆ ଫିର୍ଦୋସଙ୍କୁ ପ୍ରଦେଶ କଂଗ୍ରେସ...