ନାଗରିକତା ସଂଶୋଧନ ବିଲ: ସମର୍ଥନ ଜୁଟାଇବାକୁ ପାକ ହିନ୍ଦୁଙ୍କ ଅନୁରୋଧ
(ମହାଭାରତ/ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ବିଲ ଲୋକସଭାରେ ପାସ ହୋଇଛି । ଏହାରି ମଧ୍ୟରେ ପାକିସ୍ତାନ ହିନ୍ଦୁମାନେ ବିରୋଧୀଦଳର ନେତାଙ୍କୁ ଭେଟି ନାଗରିକତା ସଂଶୋଧନ ବିଲର ସମର୍ଥନ କରିବା ପାଇଁ ଅନୁରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି...
