ଓଡିଶା

ଜୟପୁର ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ

କୋରାପୁଟ/ ମନୋଜ ଦାସ :ମୁଖ୍ୟମନ୍ତ୍ରୀ ଙ୍କ ୭୭ ତମ ଜନ୍ମଦିନକୁ ଅତି ଧୁମ ଧାମ ରେ ପାଳିଥିଲେ ରାଜ୍ୟବାସୀ । ସେହିଭଳି କୋରାପୁଟ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ କୁ ନିଆରା ଢଙ୍ଗରେ ପାଳିଥିଲା ବିଜେଡି। ଜୟପୁର ବିଜେଡି କାର୍ୟ୍ୟାଳୟ ରେ ପ୍ରଥମେ କେକ କାଟି ପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଓ ଛାତ୍ର ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ, ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ, ମୁନାରଥ ଜିଲ୍ଲା ଛାତ୍ରସଭାପତି ଆଶିଷ ପଣ୍ଡା ସମେତ ସମସ୍ତ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ।

Related posts

 ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି 

mahabharatanews

୪ରେ ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀକ୍ଷେତ୍ରରେ ଜମୁଛି ଭିଡ଼  

mahabharatanews

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

mahabharatanews