ଭାରତ

“ତୁରନ୍ତ ଚିତାଙ୍କୁ ରାଜସ୍ଥାନ ପଠାଅ” : ସୁପ୍ରିମ୍‌ କୋର୍ଟ

(ଦିଲ୍ଲୀ) :  କୁନୋ ଜାତୀୟ ଉଦ୍ୟାନରେ ୩ଟି ଚିତାଙ୍କ ମୃତ୍ୟୁ ପରେ ଚିତାଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ସୁପ୍ରିମ୍‌ କୋର୍ଟ । ତେବେ ସେମାନଙ୍କୁ ରାଜସ୍ଥାନ ସ୍ଥାzନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

 

ସୂଚନାନୁଯାୟୀ , ଏତେ ସଂଖ୍ୟକ ଚିତାଙ୍କ ପାଇଁ କୁନୋ ଯଥେଷ୍ଟ ନୁହେଁ। ସେଠାରେ ଗୋଟାଏ ସ୍ଥା‌ନରେ ଗୁଡ଼ାଏ ଚିତା ରହୁଛନ୍ତି।ଦକ୍ଷିଣ ଆଫ୍ରିକା ଏବଂ ନାମିବ୍ୟାରରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ।

Related posts

ଆଫଗାନିସ୍ତାନରେ ୨ଟି ଭୂମିକମ୍ପ

mahabharatanews

ଜେଟ୍ ଏୟାରଓ୍ଵଜ୍ର ପ୍ରତିଷ୍ଠାତା ନରେଶ ଗୋଏଲ ଏବଂ ଏୟାରଲାଇନ୍ସର ପୁରୁଣା କାର୍ୟ୍ୟାଳୟ ଉପରେ ସିବିଆଇର ଚଢ଼ଉ

mahabharatanews

ସ୍ୱାତୀ ମାଲିୱାଳଙ୍କୁ ମାରପିଟ୍ ମାମଲା; ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ

mahabharatanews