ଓଡିଶା

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ବନ୍ଦର ଲେବର ଟ୍ରଷ୍ଟ ନିର୍ବାଚନ ପାଇଁ ଆଜି ଶେଷ ଦିନ ରେ ଚାଲିଛି ନାମାଙ୍କନ ପତ୍ର ଦାଖଲ ଜ୍ଝ ଆସନ୍ତା ୨୮ ତାରିଖ ରେ ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ଏଥିନିମନ୍ତେ ମୋଟ ୩୯୧ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ .  ପ୍ରତ୍ୟେକ ଦିନ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷ୍ରୁ ପ୍ରାର୍ଥୀ ଦିଆଯାଇ ପଟୁଆର ରେ ଆସି ନୂଆବଜାର ଶ୍ରମ କାର୍ଯ୍ୟାଳୟରେ ପ୍ରାର୍ଥୀ ମାନେ ନିଜନିଜ ସମର୍ଥକ ମାନଙ୍କୁ ଧରି ନାମାଙ୍କନପତ୍ର ଦାଖଲ କରୁଛନ୍ତି .  ଆଜି ଶେଷ ଦିନରେ ପୂର୍ବତନ ଟ୍ରଷ୍ଟ ପରେଶ ମୁର୍ମୁ ମଧ୍ୟ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି .

Related posts

ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଲାଗୁ

mahabharatanews

କିଛି ଦିନ ହ୍ରାସ ପରେ  କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଅଭିବୃଦ୍ଧି 

mahabharatanews

କଲଭର୍ଟ ଭୁଶୁଡିବା ଘଟଣା: ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

mahabharatanews