ମନୋରଞ୍ଜନ

ଭାଇରଲ ହେଲା ସୁପରଷ୍ଟାର ପ୍ରଭାସଙ୍କ ବିବାହ ଫୋଟୋ 

(ମୁମ୍ବାଇ) : ସରିଲା ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବିବାହ । ଆଗାମୀ ଚଳଚ୍ଚିତ୍ର ସାଲାର ୨୨  ଡିସେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଅଭିନେତା ଖୁବ୍ ଜୋର ସୋରରେ ପ୍ରମୋଟ କରୁଛନ୍ତି । ଏହି ସମୟରେ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟ ବର ଏବଂ କନ୍ୟା ପରି ସଜେଇ ହୋଇଥିବାର ଦେଖିବାକୁ ମିଳୁଛି ।

ଖବରନୁଯାୟୀ ,  ଭାଇରାଲ ହେଉଥିବା ଫଟୋ ପ୍ରଶଂସକଙ୍କୁ ଦ୍ୱନ୍ଦରେ ପକାଇବା ସହ ଆଶ୍ଚର୍ଯ୍ୟ କରିଛି । ହେଲେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ଏଆଇ କମାଲ୍ । ଏହି ସମସ୍ତ ଫଟୋକୁ ଏଆଇ ଦ୍ୱାରା ଏଡିଟ୍ କରାଯାଇ ପୋଷ୍ଟ କରାଯାଇଛି । ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀଙ୍କ ବିବାହ ଫଟୋ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ତିଆରି କରାଯାଇଥିଲା । ଏହି ଫଟୋରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

Related posts

ଖୁବଶୀଘ୍ର ଆସୁଛି ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ-୩

mahabharatanews

ଭାଇ କହି ଆଦିଲଙ୍କ ସହ ରୋମାଣ୍ଟିକ୍ ମୁଡ଼ରେ ଶର୍ଲିନ୍

mahabharatanews

ଆଖି ବୁଜିଲେ ବଲିଉଡ ପ୍ରଯୋଜକ ଧୀରଜଲାଲ ଶାହ

mahabharatanews