ଓଡିଶା

ରାଜଭବନକୁ ସାଧାରଣ ପ୍ରବେଶ ମନା

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଛି, ଯାହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏହି ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ ହୋଇଛି । ଏହି କ୍ରମରେ ଆଜି ରାଜଭବନକୁ ସାଧାରଣ ଲୋକ ଯିବା ଉପରେ କଟକଣା ଜାରି କରାଯାଇଛି। ଜୁଲାଇ ୩୧ ପର୍ୟ୍ୟନ୍ତ ସାଧାରଣ ଲୋକ ରାଜଭବନ ଭିତରକୁ ପ୍ରବେଶ କରି ପାରିବେ ନାହିଁ। ଫୋନ୍, ଫ୍ୟାକ୍ସ ଓ ମେଲ୍‌ରେ ଯୋଗାଯୋଗ କରିବା ପାଇଁ ରାଜଭବନ ପକ୍ଷରୁ କୁହାଯାଇଛି ।

Related posts

ଗଣିଆରେ ଲଙ୍କାପୋଡ଼ି ଯାତ୍ରା ଓ ପଲ୍ଲିଶ୍ରୀ ମେଳା ଉଦଯାପିତ: ‘ନବଗୁଞ୍ଜର’ ପୁସ୍ତକ ଉନ୍ମୋଚିତ

mahabharatanews

ଶ୍ରୀବିହାରର ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟ ସିଲ କଲା ପ୍ରଶାସନ

mahabharatanews

ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ହୀରାକୁଦ ଡ୍ୟାମର ୧୨ଟି ଗେଟ

mahabharatanews