ଓଡିଶାତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କାmahabharatanewsApril 10, 2022 by mahabharatanewsApril 10, 20220327 ଗଞ୍ଜାମ : ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହାତ ହୋଇଥିବା...
ଓଡିଶାହାଇୱା ଧକ୍କାରେ ସ୍କୁଟି ଚାଳକ ମୃତmahabharatanewsApril 8, 2022April 8, 2022 by mahabharatanewsApril 8, 2022April 8, 20220329 ଭୁବନେଶ୍ୱର: ରାଜଧନୀରେ ଦିନକୁ ଦିନ ବଢିଚାଲିଛି ସଡକ ଦୁର୍ଘଟଣା । ରାଜଧାନୀ ଉପକଣ୍ଠ ଅନ୍ଧାରୁଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ, ସ୍କୁଟିକୁ ପଛ ପଟୁ ହାଇୱା ଟ୍ରକ ଧକ୍କା ଦେଇଥିଲା...
ଓଡିଶାପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାmahabharatanewsApril 4, 2022April 4, 2022 by mahabharatanewsApril 4, 2022April 4, 20220408 ଭୁବନେଶ୍ୱର : ପଳାଶୁଣୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ପଛରୁ ପିଟିଲା ଟ୍ରକ୍ । ୪ ଟି ଗାଡିକୁ ଧକା ଦେଲା ହାଇବା ଟ୍ରକ । ଫଳରେ ଘଟଣା ସ୍ଥଳରେ କାର ଚାଳକଙ୍କ ମୃତୁ...
ଓଡିଶାଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀ ମୃତ mahabharatanewsMarch 4, 2022March 4, 2022 by mahabharatanewsMarch 4, 2022March 4, 20220281 (ଢ଼େଙ୍କାନାଳ) : ଢ଼େଙ୍କାନାଳ କପିଳାସ ରାସ୍ତାର କାଇମାଟି ନିକଟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଏକ ବାଇକ ରାସ୍ତା ପାର୍ଶ୍ଵ ପଡିଛି । ଫଳରେ ପୋଲ ତଳେ ପାଣିରେ...
ଓଡିଶାଗଛରେ ପିଟିହେଲା କାର୍, ୬ ମୃତmahabharatanewsMarch 1, 2022 by mahabharatanewsMarch 1, 20220284 ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାରେ ଆଜି ଅଭାବନୀୟ ଘଟଣା ଘଟିଛି। ରାସ୍ତକଡ଼ରେ ଥିବା ଗଛକୁ କାର୍ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ...
ଭାରତଘାଟି ତଳକୁ ଖସିଗଲା ବୋଲେରୋ, ଚାଲିଗଲା ୧୧ ଜୀବନmahabharatanewsFebruary 22, 2022 by mahabharatanewsFebruary 22, 20220318 ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମ୍ପାୱାତ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି | ଏକ ବୋଲେରୋ ଘାଟି ତଳକୁ ଖସିପଡିଛି | ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ହୋଇଛି...
ଓଡିଶାବସ୍, ସ୍କୁଟି ମୁହାଁ ମୁହିଁ….mahabharatanewsSeptember 9, 2021 by mahabharatanewsSeptember 9, 20210188 (ନୟାଗଡ଼): ବସ୍ ସହ ସ୍କୁଟିର ମୁହାଁମୁହିଁ ଧକ୍କା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡ଼ା ନିକଟରେ । ସୂଚନା ଅନୁଯାୟୀ ଆଜି ସକାଳୁ ୩ଜଣ...
ଓଡିଶା୨ ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨ ଗୁରୁତରmahabharatanewsMay 3, 2020 by mahabharatanewsMay 3, 20200489 (ଯାଜପୁର) : କୁଆଖିଆ ଥାନା ଅଧୀନ ୫୫ ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ଶଡକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅ।।ହତ ହୋଇଛନ୍ତି ।...
Uncategorizedତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇmahabharatanewsFebruary 10, 2020 by mahabharatanewsFebruary 10, 20200637 ( ଶୁଭସ୍ମିତା ଦାଶ ): ଛୋଟ ହେଉଁ ବା ବଡ଼ ଟେଡ଼ି ବା କଣ୍ଢେଇ କାହାକୁ ବା ଭଲ ଲାଗେନାହିଁ । ସମସ୍ତେ ଏହି କଣ୍ଡେଇ ପ୍ରେମରେ ଦିନେ ନା ଦିନେ ପଡ଼ିଥିବେ ନିଶ୍ଚିତ...
ଓଡିଶା୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତmahabharatanewsDecember 3, 2019 by mahabharatanewsDecember 3, 20190503 (ମମତା ସାମଲ)ମାହାଭାରତ : ସୋନପୁର-ବଲାଙ୍ଗିର ରାସ୍ତାର ଖାରୀ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁଯାୟୀ,...