ଓଡିଶାବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀmahabharatanewsApril 16, 2024 by mahabharatanewsApril 16, 20240159 (ଭୁବନେଶ୍ୱର) : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ସବୁଦିନ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମୁହୂର୍ତ୍ତରେ ବଦଳୁଛି ସମୀକରଣ । ଆଉ ଏହାରି ଭିତରେ ଆଜି ସମ୍ବଲପୁରର ବିଜେପି...
ଓଡିଶାଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsApril 16, 2024 by mahabharatanewsApril 16, 20240136 (ଭୁବନେଶ୍ୱର) : ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ୧୮ରୁ ୨୦ ତାରିଖ ମଧ୍ୟରେ ଶିଖର ଛୁଇଁପାରେ ଗ୍ରୀଷ୍ମଲହରୀ। କିଛି...
ଓଡିଶାରାଜ୍ୟରେ ଗ୍ରୀଷ୍ମ ପ୍ରବାହ; ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsApril 16, 2024April 16, 2024 by mahabharatanewsApril 16, 2024April 16, 20240152 (ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ୪ ରୁ ୬ ଡିଗ୍ରୀ...
ଓଡିଶାଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦmahabharatanewsApril 15, 2024April 15, 2024 by mahabharatanewsApril 15, 2024April 15, 20240127 (ପାରାଦୀପ) : ପାରାଦୀପରେ ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ । ଓଡ଼ିଶା ଉପକୂଳରେ ମାଛ ଧରା ବନ୍ଦ ପାଇଁ ନିର୍ଦ୍ଦେଶ। ଏହି ଦୁଇ ମାସରେ କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ଧରି ପାରିବେ...
ଓଡିଶାବିଦ୍ଧିବଧ ଭାବରେ ବିଜେପିରେ ଯୋଗ ଦେଲେ ପ୍ରଭାତ ସିଂହmahabharatanewsApril 15, 2024 by mahabharatanewsApril 15, 20240189 (ଭୁବନେଶ୍ୱର) : ପଦ୍ମ ଧରିଲେ ପ୍ରଭାତ ସିଂହ । କିଛି ଦିନ ତଳେ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ଆଜି ବିଦ୍ଧିବଧ ଭାବରେ ବିଜେପିରେ ଯୋଗ...
ଓଡିଶା କଂଗ୍ରେସରୁ ବହିଷ୍କୃତ ସୁରେଶ କୁମାର ରାଉତ ରାୟ mahabharatanewsApril 15, 2024 by mahabharatanewsApril 15, 20240168 (ଭୁବନେଶ୍ୱର) : କଂଗ୍ରେସ ନେତା ସୁରେଶ କୁମାର ରାଉତ ରାୟ କଂଗ୍ରେସରୁ ବହିଷ୍କୃତ । ଏଆଇସିସି ସୋମବାର ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ...
ଓଡିଶାଓଡିଶାରେ କମିଵ ବର୍ଷାmahabharatanewsApril 15, 2024 by mahabharatanewsApril 15, 20240179 (ଭୁବନେଶ୍ୱର) : ଏଥର ଓଡିଶାରେ ସ୍ୱାଭାବିକଠାରୁ କମ ବର୍ଷା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏଥର ଦେଶରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ହେଲେ ଓଡ଼ିଶାରେ...
ଓଡିଶାପ୍ରବଳ ତାତି : ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsApril 15, 2024April 15, 2024 by mahabharatanewsApril 15, 2024April 15, 20240146 (ଭୁବନେଶ୍ୱର) : ଗ୍ରୀଷ୍ମପ୍ରବାହକୁ ନେଇ କାଲି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ । ତେବେ ଆସନ୍ତା ୫ ଦିନ ଯାଏଁ...
ଓଡିଶାଗ୍ରୀଷ୍ମପ୍ରବାହ :୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିmahabharatanewsApril 14, 2024April 14, 2024 by mahabharatanewsApril 14, 2024April 14, 20240116 (ଭୁବନେଶ୍ୱର) : ଗ୍ରୀଷ୍ମପ୍ରବାହ ନେଇ କାଲି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁରକୁ ୟେଲୋ ୱାର୍ଣ୍ଣିଂ । ଆସନ୍ତା ୫ ଦିନ ଯାଏଁ ଦିନ...
ଭାରତଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସର ୯ ଲୋକସଭା ପ୍ରାର୍ଥୀmahabharatanewsApril 14, 2024 by mahabharatanewsApril 14, 20240152 ଆସିଲା କଂଗ୍ରେସର ସାଂସଦ ପ୍ରାର୍ଥୀ ତାଲିକା। ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ପୂର୍ବରୁ ୮ଟି ଲୋକସଭାରେ ପ୍ରାର୍ଥୀ ଘୋଷଣା କରିଥିଲା । ଏନେଇ ଦଳ ପକ୍ଷରୁ ଏକ...