Uncategorizedଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!mahabharatanewsSeptember 11, 2021 by mahabharatanewsSeptember 11, 20210226 (ମୁମ୍ବାଇ): କଙ୍ଗନା ରଣାୱତ, ବଲିଉଡ଼ ଇଣ୍ଡଷ୍ଟ୍ରିରେ କୁଇନ୍ ନାମରେ ବେସ ପରିଚିତ । ଗତ କିଛି ଦଶନ୍ଧି ଧରି କଙ୍ଗନା ଜନସାଧାରଣଙ୍କୁ ନିଜର ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଆସିଛନ୍ତି । କଙ୍ଗନାଙ୍କ ମୁଭି ‘ତଲାଇଭି’...
Uncategorizedତାଲିବାନରେ ଏୟାର ଷ୍ଟ୍ରାଇକ୍mahabharatanewsSeptember 7, 2021 by mahabharatanewsSeptember 7, 20210182 (କାବୁଲ): ସରିନି ପଞ୍ଜଶିରର ଲଢ଼େଇ । ତାଲିବାନ ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲା କି ତାଲିବାନ ସମ୍ପୂର୍ଣ୍ଣ ରୂପେ ପଞ୍ଜଶିରକୁ ଦଖଲ କରିଦେଇଛି । ମାତ୍ର ଘୋଷଣା କରିବାର ଗୋଟିଏ ଦିନ ପରେ...
ଅପରାଧ୬୦ ଟଙ୍କା ପାଇଁ ବନ୍ଧୁ ହେଲା ବଇରିmahabharatanewsSeptember 6, 2021 by mahabharatanewsSeptember 6, 20210174 ନୂଆଦିଲ୍ଳୀ: ମାତ୍ର ୬୦ ଟଙ୍କା । ଆଜିକା ଦିନରେ ଏହି ଟଙ୍କାରେ ଗୋଟେ ଓଳି ଖାଇ ବଞ୍ଚିବା ବି କଷ୍ଟ । କିନ୍ତୁ ଏହି ଟଙ୍କା ପାଇଁ ଜଣେ ସାଙ୍ଗ ଭୁଲି ଯାଇଛି ବନ୍ଧୁତ୍ୱର...
ଖେଳପଞ୍ଚମ ଦିନରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟmahabharatanewsSeptember 6, 2021 by mahabharatanewsSeptember 6, 20210288 ଓଭାଲ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ମ୍ୟାଚ । ଶେଷ ଦିନରେ ମ୍ୟାଚ ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଯେଉଁଠାରେ ଉଭୟ ଦଳ ନିକଟରେ ଜିତିବାର ଆଶା ରହିଥିବା ବେଳେ...
ଖେଳହାତ ନାହିଁ; ସ୍ୱର୍ଣ୍ଣ ପଦକରେ ଛାଇ ହୋଇଛନ୍ତି ଏହି ଖେଳାଳୀmahabharatanewsSeptember 3, 2021 by mahabharatanewsSeptember 3, 20210232 ଟୋକିଓ: ଟୋକିଓରେ ଚାଲିଥିବା ପାରାଅଲିମ୍ପିକ୍ସରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ । ଦେଶ ଭକ୍ତି ଆଉ ଆତ୍ମବିଶ୍ୱାସ ସାମନାରେ ଶାରୀରିକ ଅକ୍ଷମତା ମଧ୍ୟ ହାର ମାନିଛି । ପିଲାବେଳୁ ନିଜର ଦୁଇ ହାତ...
ଖେଳଶାର୍ଦ୍ଦୁଳଙ୍କ ଦମଦାର ଇନିଂସmahabharatanewsSeptember 3, 2021September 3, 2021 by mahabharatanewsSeptember 3, 2021September 3, 20210187 ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଦିନରେ ଓଭାଲରେ ଦେଖିବାକୁ ମିଳିଛି ଶାର୍ଦ୍ଦୁଳଙ୍କ ଜଲୱା । ବ୍ୟାଟିଂ ବିପର୍ଯ୍ୟୟର ସାମନା କରୁଥିବା ଭାରତର ସମ୍ମାନ ରଖିଛନ୍ତି ଶାର୍ଦ୍ଦୁଳ । କିନ୍ତୁ ବୋଲିଂରେ ନୂହେଁ,...
Uncategorizedତାଲିବାନ ସହ ଭାରତର ଆଲୋଚନାmahabharatanewsAugust 31, 2021 by mahabharatanewsAugust 31, 20210175 (ନୂଆଦିଲ୍ଲୀ): ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ତାଲିବାନ ସମସ୍ତ ଦେଶକୁ ନିଜ ଦୂତବାସ ମାନଙ୍କୁ ଏବଂ ଆମେରିକାକୁ ନିଜ ସୈନ ପ୍ରତ୍ୟାହାର କରିବାକୁ କହିଥିଲା । ଏନେଇ ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର...
ଖେଳପାରାଅଲିମ୍ପିକ୍ସରେ ଭାରତର ଦବଦବାmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210208 ଟୋକିଓ: ଚଳିତବର୍ଷ ପାରାଅଲିମ୍ପିକ୍ସରେ ଭାରତ ନିଜର ଦବଦବା ଜାରି ରଖିଛି । ଏ ପର୍ଯ୍ୟନ୍ତ ମୋଟ ୧୦ଟି ପଦକ ହାସଲ କରି ସାରିଛି ଭାରତ । ପୁରୁଷ ହାଇ ଜମ୍ପ ଟି-୬୩ ଇଭେଣ୍ଟରେ ଭାରତକୁ...
ଖେଳଏବେ ଓଡିଶା ପାଇଁ ଖେଳିବେ ଏହି ମହାନ କ୍ରିକେଟରmahabharatanewsAugust 31, 2021 by mahabharatanewsAugust 31, 20210197 ନୁଆଦିଲ୍ଲୀ: ଏସିଆ କପ ୨୦୧୮ରେ ଭାରତକୁ ପରାଜୟର ଦ୍ୱାରଦେଶରେ ପହଞ୍ଚାଇଥିବା ଖେଳାଳୀ । ଗୃପ ମ୍ୟାଚରେ ହଂକଂ ପରି ଦଳ ଭାରତକୁ ଏହି ମ୍ୟାଚରେ ନିରୁପାୟ କରିଦେଇଥିଲା । କିନ୍ତୁ ଟିମ ଇଣ୍ଡିଆ ଭାଗ୍ୟ...
ଖେଳଜାଭେଲିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣmahabharatanewsAugust 31, 2021August 31, 2021 by mahabharatanewsAugust 31, 2021August 31, 20210192 ଟୋକିଓ: ଜାଭେଲିନ ଥ୍ରୋରେ ପୁଣି ଇତିହାସ ରଚିଲା ଭାରତ । ଟୋକିଓ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିକ୍ସରେ ବି ବାଜିଲା ଭାରତର ଡଙ୍କା । ବ୍ରୋଞ୍ଜ ପଦକ ହାସଲ ପରେ ସ୍ୱର୍ଣ୍ଣ ପଦକ ମଧ୍ୟ...