ଅପରାଧଦେଶ ବିଦେଶଭାରତମନୋରଞ୍ଜନପୁଣି ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନmahabharatanewsFebruary 25, 2026February 25, 2026 by mahabharatanewsFebruary 25, 2026February 25, 2026018 ପୁଣି କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମକୁ ବ୍ୟାନ କରାଯାଇଛି । ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ପ୍ଲାଟଫର୍ମ ଗୁଡିକୁ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ବନ୍ଦ କରାଯାଇଛି ।...
ଓଡିଶା୨୧ରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀmahabharatanewsMay 18, 2024 by mahabharatanewsMay 18, 2024095 (ଭୁବନେଶ୍ଵର) : ଆସନ୍ତା ୨୧ ତାରିଖରେ ପୁଣି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଏହି ଓଡ଼ିଶା ଗସ୍ତ ସମୟରେ ୪ଟି ନିର୍ବାଚନୀ ସଭାରେ ଯୋଗ ଦେବେ ଅମିତ ଶାହ। କେନ୍ଦ୍ର...
ଭାରତବିରାଟ କୋହଲିଙ୍କ ନାଁରେ ନୂଆ କୀର୍ତ୍ତିମାନ ,୧୪୬ ବର୍ଷ କ୍ରିକେଟରେ ଇତିହାସରେ ପ୍ରଥମmahabharatanewsDecember 30, 2023 by mahabharatanewsDecember 30, 20230125 ମୁମ୍ବାଇ : ବିରାଟ କୋହଲିଙ୍କ ବିରାଟ ରେକର୍ଡ । ଜଣେ କ୍ରିକେଟ୍ର ଭାବେ ଏପରି ଉପଲବ୍ଧି ହାସଲ କରିବାରେ ବିରାଟ ସାଜିଛନ୍ତି ପ୍ରଥମ ଖେଳାଳି । ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ...
ଓଡିଶାଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୬୦ ନୁହେଁ ବରଂ ୫୦ବର୍ଷ ପରେ ମିଳିବ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାmahabharatanewsDecember 30, 2023December 30, 2023 by mahabharatanewsDecember 30, 2023December 30, 20230142 ଝାଡଖଣ୍ଡ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସେରେନ ଏସସି, ଏସଟି, ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବୟସ...
ଓଡିଶାଡିସେମ୍ବର ୩୧ରେ ୧୧ଟାରେ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁ ଦର୍ଶନmahabharatanewsDecember 30, 2023 by mahabharatanewsDecember 30, 20230115 ପୁରୀ : ନୂଆବର୍ଷରେ ରାତି ଗୋଟାଏରୁ ଶ୍ରୀମନ୍ଦିରରେ ହେବ ଦର୍ଶନ । ଡିସେମ୍ବର ୩୧ ରାତି ୧୧ଟା ରେ ପଡିବ ପହଡ । ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପୂରୀରେ ଲକ୍ଷାଧିକ ଭକ୍ତ , ଶ୍ରଦ୍ଧାଳୁ ଓ...
ଓଡିଶାଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀmahabharatanewsDecember 30, 2023 by mahabharatanewsDecember 30, 20230158 ନବରଙ୍ଗପୁର : ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବଭରଣ୍ଡି ଦେଇ ଯାଇଥିବା ଚାରି ନମ୍ବର ରାଜରାସ୍ତା ଠାରେ ଆଜି ସଖାଳେ ପ୍ରାୟ 7ଟାରେ ଏକ...
ଓଡିଶାଜାରିହେଲା ବିଏମ୍ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦmahabharatanewsDecember 30, 2023 by mahabharatanewsDecember 30, 20230191 ଭୁବନେଶ୍ୱର : ଜାରିହେଲା ବିଏମ୍ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା। ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ। ବିଏମ୍ସି କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ଆଉ ବରଦାସ୍ତ କରାଯିବ ନାହିଁ । ବିଏମ୍ସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ...
ଓଡିଶାଗୋପାଳ ସମୁଦ୍ରରେ ଅଘଟଣ , ମାଛ ମାରିବାକୁ ଯାଇଥିବା ବେଳେ ଟଙ୍ଗା ଓଲଟି ଜଣେ ମୃତ , ଅଳ୍ପକେ ବତ୍ତିଲେ ୨mahabharatanewsDecember 30, 2023December 30, 2023 by mahabharatanewsDecember 30, 2023December 30, 20230154 ଗୋପାଳପୁର : ଗୋପାଳପୁର ସମୁଦ୍ର ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଡଙ୍ଗା ଓଲଟି ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ. । ଭୋର ୪ଟା ବେଳେ...
ଓଡିଶାଡକ୍ଟର ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକmahabharatanewsDecember 30, 2023 by mahabharatanewsDecember 30, 20230185 ଭୁବନେଶ୍ୱର : ଡ.ମନୋରମା ମହାନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ହୋଇଛନ୍ତି । ଗୁଜରାଟ ଅହମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଡ.ମହାନ୍ତିଙ୍କୂ ( ବୌଜ୍ଞାନିକ-ଏଫ୍) ଗ୍ରେଡକୁ...
ଭାରତଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ : ଅଯୋଧ୍ୟାର ଧାମର ରେଳ ଷ୍ଟେସନ ଉଦଘାଟନmahabharatanewsDecember 30, 2023 by mahabharatanewsDecember 30, 20230224 ଅଯୋଧ୍ୟା : ଅଯୋଧ୍ୟା ଧାମର ଷ୍ଟେସନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟପାଳ ଆନନ୍ଦିବେନ ପଟେଲ , ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ , କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଉପସ୍ଥିତିରେ...