Tag : priyadarshani swain

ଓଡିଶା

ଋକ୍ଷକ ସାଜିଲା ଭକ୍ଷକ: ବିଜେପି

mahabharatanews
(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହାର ପ୍ରତିରୁପ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି । ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ...
ଓଡିଶା

ଜଙ୍ଗଲ ଭିତରେ ଚାଲିଲେ ଛାତ୍ରଛାତ୍ରୀ

mahabharatanews
(ମହାଭାରତ, ତୁମୁଡିବନ୍ଧ): ସ୍କୁଲରେ ଶିକ୍ଷକ ନଥିବାରୁ ଚାଲି ଚାଲି ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ ଜଣାଇଛନ୍ତି । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଆବଶ୍ୟକ...
ଖେଳ

ମିତାଲିଙ୍କ ବାୟୋଗ୍ରାଫିରେ ନଜର ଆସିବେ ତପସୀ

mahabharatanews
(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର...
ଓଡିଶା

ଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ

mahabharatanews
(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ । ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି। ଉଚ୍ଛେଦ କାର୍ୟ୍ୟରେ ସମୁଦାୟ ୯ଟି...
ଓଡିଶା

୨ଘଣ୍ଟା ଅଟକିଲା ଟ୍ରେନ

mahabharatanews
(ମହାଭାରତ, ରାଉରକେଲା): ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସକାଳେ ରାଉରକେଲା ରେଳ ଷ୍ଟେସନ ଠାରେ ହାୱଡା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଦୀର୍ଘ ସମୟ ଧରି ଅଟକି ରହିଥିଲା । ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୦ରେ...
ଓଡିଶା

ବିଡିଓଙ୍କ ବରଖାସ୍ତକୁ ନେଇ କଲମ ଛାଡ ଆନ୍ଦୋଳନ

mahabharatanews
(ମହାଭାରତ, ବୌଦ୍ଧ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ ନ ମାନିବା ଅଭିଯୋଗରେ ମଙ୍ଗଳବାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସପପେଣ୍ଡ କରିଥିଲେ । କିନ୍ତୁ ଏହାର ପ୍ରତିବାଦ...
ଓଡିଶା

ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷ

mahabharatanews
(ମହାଭାରତ/ ମାଲକାନଗିରି) : ଜିଲ୍ଲାରେ ତେଜୁଛି ଚାଷୀ ଅ ।ନ୍ଦୋଳନ । ମଣ୍ଡିରେ ଧାନ ଅ ।ସିବା ପରେ ମଧ୍ୟ ଏହାକୁ କିଣାଯାଉ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଧାନ ଆଣି ଆସି...
ଓଡିଶା

ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ

mahabharatanews
(ମହାଭାରତ /ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାର ଅ ।ରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗତକାଲି ରାତି ୮ଟା ସମୟରେ ଅ·ନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଡାକ୍ତରମାନଙ୍କ ସହ କଥାବାର୍ତ୍ତା ହୋଇ...
Uncategorized

କିରାଣୀକୁ ଗୋଡ଼ାଇ ହାଣିଲେ ଯୁବକ

mahabharatanews
(ପ୍ରିୟଦର୍ଶନୀ ସ୍ୱାଇଁ): ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ଅଞ୍ଚଳରେ ମହାବିଦ୍ୟାଳୟ କର୍ମଚାରୀଙ୍କୂ ଗୋଡ଼ାଇ ହାଣିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି । ତେବେ ଶିବାନନ୍ଦ ମହାବିଦ୍ୟାଳୟରେ କିରାଣୀଭାବେ କାମ...
ଓଡିଶା

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

mahabharatanews
(ସନ୍ତୋଷ କୁମାର ଲମ୍ବାତା /ରାୟଗଡା): ଫେଲ ମାରୁଛି ସରକାରୀ ଯୋଜନା । ରାଜ୍ୟ ଓ କେନ୍ଦ୍ରସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ...