ଓଡିଶାଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲmahabharatanewsDecember 3, 2019 by mahabharatanewsDecember 3, 20190379 (ହରପ୍ରସାଦ ବିଶୋଇ)ମହାଭାରତ: ଖଣି ନିଲାମ ବାତିଲ ହୋଇଛି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମି ଟେଣ୍ଡରକୁ ବାତିଲ କରିଛନ୍ତି । ଏଣିକି ସବୁ ଖଣିର ସାନି...
ଓଡିଶାଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 20190439 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ ଶିଢ଼ିରେ ୧୨୮ କିଲୋମିଟର ଅତିକ୍ରମ କରିଥିଲେ ସଂଗ୍ରାମ ।...
ଅପରାଧନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶି ଦେବାକୁ ତିହାଡ ପ୍ରଶାସନ ଖୋଜୁଛି ଜଲ୍ଲାଦmahabharatanewsDecember 3, 2019 by mahabharatanewsDecember 3, 20190367 (ମହାଭାରତ/ନୁଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ପରେ ଏବେ ପୁଣି ହ୍ରାଇଦାବାଦରେ ସମାନ ଘଟଣାକୁ ନେଇ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶି ଦେବକୁ ଦାବି ହେଉଛି । କିନ୍ତୁ ନିର୍ଭୟା ମାମଲାରେ ଦୋଷୀଙ୍କୁ...
ଓଡିଶାଶିଶୁ ଭବନ ଛକରେ କଂଗ୍ରେସ କର୍ମୀ ,ପୁଲିସ ଧସ୍ତାଧସ୍ତିmahabharatanewsDecember 3, 2019 by mahabharatanewsDecember 3, 20190358 (ସରୋଜ କୁମାର ରାଉତ/ମହାଭାରତ)ଭୁବନେଶ୍ୱର: ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ପ୍ରଚାରିତ ହେବା ପରେ ରାଜଧାନୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୧ଟାରେ କଂଗ୍ରେସ ପକ୍ଷରୁ ନବୀନ...
ଓଡିଶାମଧୁ ଆପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 20190306 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି...
Uncategorizedଅଯୋଧ୍ୟା ମାମଲାରୁ ହଟିଲେ ଧାୱନmahabharatanewsDecember 3, 2019 by mahabharatanewsDecember 3, 20190269 (ନୂଆଦିଲ୍ଲୀ)ମହାଭାରତ: ଅଯୋଧ୍ୟା ମାମଲାରେ ସୁନ୍ନି ୱାକଫ ବୋର୍ଡ ଏବଂ ଅନ୍ୟ ମୁସଲିମ ପକ୍ଷଙ୍କ ତରଫରୁ ସୁପ୍ରିମକୋର୍ଟରେ ଲଢୁଥିବା ବରିଷ୍ଠ ଓକିଲ ରାଜୀବ ଧାୱନ ମାମଲାରୁ ହଟିଛନ୍ତି । ଏହି ମାମଲାରୁ ତାଙ୍କୁ ବାହାର କରାଯାଇ...
Uncategorizedସରକାରୀ କ୍ୱାର୍ଟରରେ ରହିବେ ଉଦ୍ଧବmahabharatanewsDecember 3, 2019 by mahabharatanewsDecember 3, 20190301 (ମୁମ୍ବାଇ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବାସଭବନ ‘ମାତୋଶ୍ରୀ’ ଛାଡି ଏବେ ସରକାରୀ ବଙ୍ଗଳା ‘ବର୍ଷା’କୁ ଆସିବେ ବୋଲି ଜଣାଯାଇଛି । ଉଦ୍ଧବ ପୂର୍ବରୁ ନିଜ ବାସଭବନରରେ ରହି ସରକାରୀ କାର୍ଯ୍ୟ କରିବେ...
ଓଡିଶା୨ୟ ଦିନରେ ବାଲୁକା ମହୋତ୍ସବ, ପରିବେଶ ସୁରକ୍ଷାର ବାର୍ତ୍ତାmahabharatanewsDecember 3, 2019 by mahabharatanewsDecember 3, 20190299 (ଜୟନ୍ତ କୁମାର ସେଠୀ/ମହାଭାରତ )ଗୋପ: କୋଣାର୍କ ବାଲୁକା ମହୋତ୍ସବ ର ୨ୟ ଦିନ ରେ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟିଛନ୍ତି । ବିଶେଷକରି ପରିବେଶ ସୁରକ୍ଷା...
ଅପରାଧ୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190383 (ଜୟନ୍ତ କୁମାର ସେଠୀ)ଗୋପ: ପୁରୀରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି। ୪ ଜଣ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଜଣା ପଡିବା...
ଓଡିଶାକୋଣାର୍କ ଉତ୍ସବର ୨ୟ ଦିବସରେ ଇଣ୍ତୋନେସିଆ ବାଲିନିଜ ନୃତ୍ୟmahabharatanewsDecember 3, 2019 by mahabharatanewsDecember 3, 20190337 (ଜୟନ୍ତ କୁମାର ସେଠୀ)ଗୋପ: ମୁକ୍ତ ଅ।କାଶ ରଙ୍ଗ ମଂଚରେ ଅ।ୟୋଜିତ କୋଣାର୍କ ଉତ୍ସବ ୨୦୧୯ର ୨ୟ ସଂଧ୍ୟାରେ ପ୍ରଥମ ଉପସ୍ଥାପନା ଥିଲା ଇଣ୍ଡୋନେସିଅ।ରୁ ଅ।ସିଥିବା କଳାକାରଙ୍କ ଦ୍ଵାରା ରାମାୟଣ ମହାକାବ୍ୟ ଅଧାରିତ ସୀତା ହରଣ...