ଓଡିଶାପୋଲିସ ବିଭାଗରେ ବଡ ଧରଣର ଅଦଳବଦଳmahabharatanewsSeptember 21, 2021September 21, 2021 by mahabharatanewsSeptember 21, 2021September 21, 20210220 ଭୁବନେଶ୍ୱର: କମିଶନରେଟ ପୋଲିସର ଏକ ବଡ ଧରଣର ଅଦଳବଦଳ ହୋଇଛି । ଏଥିରେ ମୋଟ ୬୦ ଜଣ ଏସଆଇ ଏବଂ ଏଏସଆଇଙ୍କର ଅଦଳବଦଳ କରାଯାଇଛି । କମିଶନର ପୋଲିସ ଅଦୀନରେ ଥିବା ବିଭିନ୍ନ ତାନାରୁ...
ଅପରାଧବିଦ୍ୟୁତ ବିଭାଗ ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢାଉmahabharatanewsSeptember 21, 2021September 21, 2021 by mahabharatanewsSeptember 21, 2021September 21, 20210181 କେନ୍ଦୁଝର: ଆକ୍ସନ ମୁଡରେ ଭିଜିଲାନ୍ସ ଟିମ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ ଘରେ...
ଅପରାଧବାପା, ଶିଶୁକନ୍ୟାକୁ ହାଣି ଜେଲ ଗଲା ଯୁବକmahabharatanewsSeptember 20, 2021 by mahabharatanewsSeptember 20, 20210156 ନୀଳଗିରି: ତିନି ମାସର ଶିଶୁ କନ୍ୟା ଏବଂ ବାପାକୁ ହାଣି ପଙ୍ଗୁ କରିଦେଇଥିବା ଯୁବକକୁ ଦୋଷୀ ସାବ୍ୟସ୍ତ କଲା କୋର୍ଟ । ବର୍ଷକ ପରେ ଆକ୍ରମଣକାରୀକୁ ମିଳିଛି ଦଣ୍ଡାଦେଶ । ସହକାରୀ ଦୌରାଜଜ ମାମଲାର...
ଭାରତଟୀକା ନେବା ପଡିଗଲା ମହଙ୍ଗାmahabharatanewsSeptember 20, 2021 by mahabharatanewsSeptember 20, 20210254 ଲଳିତପୁର: କୋରୋନା ମହାମାରୀରୁ ବଞ୍ଚିବା ପାଇଁ ନେଇଥିଲେ ଟୀକା । କିନ୍ତୁ ଏହି ଟୀକା ତାଙ୍କ ଶରୀରର ଏକ ବହୁତ ବଡ କ୍ଷତି ଘଟାଇଛି । କୋରୋନା ଭ୍ୟାକ୍ସିନ ନେଇ ବିକଳାଙ୍ଗ ହୋଇ ଯାଇଛନ୍ତି...
ଓଡିଶାପୁଅର ମୃତ୍ୟୁକୁ ନେଇ ବାପାଙ୍କ ଅଭିଯୋଗmahabharatanewsSeptember 16, 2021 by mahabharatanewsSeptember 16, 20210190 ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ କଣିହାଁ ବ୍ଲକ ଶିପୁର ନନ୍ଦକିଶୋର ଉଚ୍ଚବିଦ୍ୟାଳୟ ଖେଳ ପଡିଆ ନିକଟସ୍ଥ ଏକ ଆମ୍ବ ଗଛରୁ ଗୋଟିଏ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ବିରୁ ଗ୍ରାମର...
ଓଡିଶାମହିଳାଶକ୍ତି ସେବା ଟ୍ରଷ୍ଟର ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀmahabharatanewsSeptember 16, 2021 by mahabharatanewsSeptember 16, 20210209 ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମହିଳାଶକ୍ତି ସେବା ଟ୍ରଷ୍ଟର ମୟୁରଭଞ୍ଜ ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଉପଖଣ୍ଡ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଏହି...
ଓଡିଶାଏମାର ମଠରେ ତଲାସୀ ଅଭିଯାନ ଆରମ୍ଭmahabharatanewsSeptember 16, 2021 by mahabharatanewsSeptember 16, 20210228 ଗୋପ(ଜୟନ୍ତ କୁମାର ସେଠୀ): ରୁପା ଇଟାକୁ ନେଇ ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ଗୁପ୍ତ ଧନ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ମଠର...
ଓଡିଶାଆଦର୍ଶ ଗ୍ରାମ ପାଇଁ ନିବେଦନmahabharatanewsSeptember 16, 2021 by mahabharatanewsSeptember 16, 20210232 ରାଇରଙ୍ଗପୁର(ସତ୍ୟନାରାୟଣ ପାଲ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ନାଗଭଣ ଗ୍ରାମ ହେଉଛି ସବୁଠାରୁ ବଡ଼ ଗାଁ । ଉକ୍ତ ଗ୍ରାମଟି ଏକ ଐତିହାସିକ ସଂସ୍କୃତି ଓ ପରମ୍ପରା ସମ୍ପନ୍ନ ଗ୍ରାମ । ବିଶ୍ୱ ପ୍ରଷିଦ୍ଧ...
ଓଡିଶାମାଛ ଧରିବା ପାଇଁ ଭୁଲିଗଲେ କଟକଣାmahabharatanewsSeptember 16, 2021 by mahabharatanewsSeptember 16, 20210221 ହିଞ୍ଜିଳି (ରଜନୀ କାନ୍ତ ପାତ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରକୋପ କମିଯାଇଥିଲେ ସୁଦ୍ଧା ଜଳପତ୍ତନ ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନଦୀ ବା ସମୁଦ୍ରକୁ ଯିବା...
ଓଡିଶାପାଣିରେ ବୁଡି ଦୁଇ ମୃତmahabharatanewsSeptember 15, 2021 by mahabharatanewsSeptember 15, 20210167 ଭଦ୍ରକ: ଭଦ୍ରକ ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ପାଣିରେ ବୁଡି ଦୁଇ ଜଣ ଯୁବକ ପ୍ରାଣ ହରାଇଥିବା ଜଣାଯାଇଛି । ଶୌଚ ହେବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗେଡ...