ଭାରତଅଷ୍ଟ୍ରେଲିଆରେ ପହଚିଂଲେ ରୋହିତ ସେନାmahabharatanewsOctober 7, 2022 by mahabharatanewsOctober 7, 20220134 ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଗୁରୁବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛି। ଅକ୍ଟୋବର ୨୩ ତାରିଖରେ ରୋହିତ ଶର୍ମାଙ୍କ ଦଳ ପାକିସ୍ତାନ ସହ ମେଲ୍ବର୍ଣ୍ଣରେ...
ଓଡିଶାଭାରତଗାମ୍ବିଆ ଡେଥ୍ ଟ୍ରାଜେଡି ପରେ ହୁ ର କଡା ନିର୍ଦ୍ଦେଶmahabharatanewsOctober 7, 2022 by mahabharatanewsOctober 7, 20220122 ଭାରତରେ ପ୍ରସ୍ତୁତ କଫ୍ ସିରପ୍ ପିଇ ଆଫ୍ରିକା ଦେଶ ଗାମ୍ବିଆରେ ୬୬ଜଣ ଶିଶୁଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ପକ୍ଷରୁ ଏହି ସିରପ୍...
ଭାରତ୨୦୨୨ରେ ଡଲାର ପରିମାଣ ୯ ପ୍ରତିଶତ ହ୍ରାସ ପାଇଛିmahabharatanewsOctober 7, 2022 by mahabharatanewsOctober 7, 20220151 ଭାରତ/ ଭାରତଠାରୁ ଆରମ୍ଭ କରି ଚେକ୍ ଗଣତନ୍ତ୍ର ପର୍ୟ୍ୟନ୍ତ ବିଶ୍ବର ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କ ନିଜ ନିଜ ମୁଦ୍ରାର ବିନିମୟ ମୂଲ୍ୟରେ ସ୍ଥିରତା ବଜାର ରଖିବା ଲାଗି ଯଥାସମ୍ଭବ ପ୍ରୟାସ କରୁଛନ୍ତି।...
ଓଡିଶାପାଣି ଘେରରେ ଶହଶହ ତଳିଆ ଅଚଂଳmahabharatanewsOctober 6, 2022 by mahabharatanewsOctober 6, 20220142 ଗଂଜାମ /ରଜନୀକାନ୍ତ ପାତ୍ର : ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା ର ବ୍ରହ୍ମପୁର ସହର। ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ। ଏକାଧିକ ସ୍ଥାନରେ ଘର ଭିତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଗାନ୍ଧୀ...
ଓଡିଶାଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡିଶାକୁ ସର୍ତକ ଘଣ୍ଟିmahabharatanewsOctober 6, 2022 by mahabharatanewsOctober 6, 20220126 ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୃୂର୍ଣ୍ଣିବଳୟ ସକ୍ରିୟ ହୋଇ କ୍ରମଶ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉପକୂଳ ଆନ୍ଦ୍ରପ୍ରଦେଶ ଓ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ସେପଟେ ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ...
ଓଡିଶାଯୁବକଙ୍କ ମୃତ୍ୟୁ ରହସ୍ୟ ଘେରରେmahabharatanewsOctober 6, 2022 by mahabharatanewsOctober 6, 20220122 ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :କଟକ ଜିଲ୍ଲା ମାହାଙ୍ଗା ଥାନା ଛାତ୍ରାତୋଟା ବଜାର ସ୍ଥିତ ବନ୍ଦ ଥିବା ଫାଷ୍ଟ ଫୂଡ଼ ଦୋକାନ ଭିତରେ ସନ୍ଦେହ ଜନକ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଦେହ ଉଦ୍ଧାର। ଦୋକାନ...
ଓଡିଶାଡ୍ରେନେଜ ସମୀକ୍ଷା କଲେ ଖୋର୍ଦ୍ଧା ଜିଲ୍ଲାପାଳmahabharatanewsSeptember 24, 2022 by mahabharatanewsSeptember 24, 20220104 ଚିଲ୍ଲିକା /ଚାଣକ୍ୟ ମିଶ୍ର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବାଣପୁର ଗସ୍ତରେ ଆସିଥିଲେ। ବାଣପୁରରେ ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ କରିଥିଲେ। ସେଠାରେ...
ଓଡିଶାକୋଟପାଡରେ ବନ୍ଧୁମିଳନ କାର୍ଯ୍ୟକ୍ରମmahabharatanewsSeptember 24, 2022 by mahabharatanewsSeptember 24, 20220114 କୋରାପୁଟ/ ମନୋଜ ଦାସ :କୋଟପାଡ଼ ବ୍ଲକ ଅନ୍ତର୍ଗତ ଘୁମର ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ନେହୁରୁପାଲିରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟପାଡ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି...
ଓଡିଶାନିମ୍ନମାନର କାମ ପାଇଁ ଭୁଷୁଡିଗଲା ଗାର୍ଡୱାଲ୍ ।mahabharatanewsSeptember 23, 2022 by mahabharatanewsSeptember 23, 20220114 ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର :-ଭୁଛୁଡି ଗଲା ବଡ଼ବନ୍ଧ ଗାର୍ଡୱାଲ୍ । ହିଞ୍ଜିଳିକାଟୁ ବ୍ଲକ ଅର୍ନ୍ତଗତ ଖରିଡ଼ା ଗ୍ରାମ ନୂଆସାହି ବଡ଼ବନ୍ଧ ଗାର୍ଡୱାଲ୍ ଭୁଶୁଡ଼ି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ...