ଓଡିଶାଅର୍ଚ୍ଚନା ନାଗକୁ ତଦନ୍ତ ପରିସରକୁ ଆଣିପାରେ ଇଡିmahabharatanewsOctober 24, 2022 by mahabharatanewsOctober 24, 20220162 ବ୍ୟୁରୋ :ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଏବେ ଇଡି ସ୍କାନରରେ । ବେଆଇନ ଆର୍ଥିକ କାରବାରରେ ଖୁବ ଶୀଘ୍ର ଉଭୟଙ୍କୁ ତଦନ୍ତ ପରସରକୁ ଆଣିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ...
ଭାରତଭାରତରେ ସର୍ବନିମ୍ନ କରୋନା ସଂକ୍ରମଣ ରେକର୍ଡmahabharatanewsOctober 24, 2022 by mahabharatanewsOctober 24, 20220170 ବ୍ୟୁରୋ:ଦୀର୍ଘ ୬ ମାସ ପରେ କରୋନା ସଂକ୍ରମଣରେ ଏକ ବଡ ଧରଣର ବିିରାମ ଲାଗିଛି ।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି...
ଭାରତଯବାନଙ୍କ ଗହଣରେ ଦୀପାବଳୀ ପାଳିବେ ମୋଦିmahabharatanewsOctober 24, 2022 by mahabharatanewsOctober 24, 20220182 ବ୍ୟୁରୋ :ଆଲୋକର ପର୍ବ ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ କାର୍ଗିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଉତ୍ସବକୁ ପାଳନ କରିବା ପାଇଁ ଯବାନମାନଙ୍କ ଗହଣରେ ଉପସ୍ଥିତ ରହିଛନ୍ତି ମୋଦି । ଲଦାଖ...
ଓଡିଶା୪ ଟା ୫୬ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧmahabharatanewsOctober 23, 2022October 23, 2022 by mahabharatanewsOctober 23, 2022October 23, 20220189 ଗୋପ/ ଜୟନ୍ତ ସେଠୀ :ସୂର୍ଯ୍ୟ ପରାଗକୁ ନେଇ ସ୍ଥିର ହେଲା ନୀତି ନିର୍ଘଣ୍ଟ । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟ ପରାଗରରେ ମହାପ୍ରଭୁଙ୍କ ସମସ୍ତ ନୀତି କାନ୍ତି ଚୁଡାନ୍ତ ହୋଇଛି ।...
ଓଡିଶାତୁରେକେଲାରୁ ୮ ଶିଶୁ ଶ୍ରମିକ ଉଦ୍ଧାରmahabharatanewsOctober 23, 2022 by mahabharatanewsOctober 23, 20220261 ବ୍ୟୁରୋ:୨୪ ଜଣ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ । ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଳ ଷ୍ଟେସନରୁ ଏହି ଶ୍ରମିକକୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲଣ ହେଉଥିବା ଅଭିଯୋଗ...
ବିଶ୍ୱୟୁକ୍ରେନ ଉପରେ ରୁଷର କ୍ଷେପଣସ୍ତ୍ର ଆକ୍ରମଣmahabharatanewsOctober 23, 2022 by mahabharatanewsOctober 23, 20220168 ବ୍ୟୁରୋ:ୟୁକ୍ରେନ ଉପରେ ରୁଷର ନରସଂହାର ଆକ୍ରମଣ । ଘମାଘୋଟ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନ ଘାଇଲା । ପ୍ରତିଶୋଧ ନିଆଁ ରେ ୟୁକ୍ରେନର ଏକାଧିକ ଅଚଂଳକୁ ଛାରଖାର କରିଦେଇଛି ରୁଷ । ବିଳମ୍ବିତ ରାତିରେ ୟୁକ୍ରେନର...
ଓଡିଶାଭୁବନେଶ୍ୱରରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନmahabharatanewsOctober 22, 2022 by mahabharatanewsOctober 22, 20220178 ବ୍ୟୁରୋ :ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା । ଦେଶର ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ତେବେ ପ୍ରଥମ...
ଓଡିଶାବାଣ ବିକ୍ରି ଉପରେ ରୋକ ଲଗାଇଲେ ସରକାରmahabharatanewsOctober 22, 2022 by mahabharatanewsOctober 22, 20220165 ଅସ୍ତରଙ୍ଗ /ଆର୍ଯ୍ୟ ବିଶ୍ୱାଳ :ଆଗକୁ ଆସୁଛି ଆଲୋକ ର ପର୍ବ ଦୀପାବଳି, ଗାଁ ଠୁ ସହର ଦୀପାବଳି କୁ ପାଳିବା ପାଇଁ ବହୁ ଆଗ୍ରହ, ସବୁଠି ଲାଗିଲାଣି ବାଣ ଦୋକାନ, ଭଳି କି ଭଳି...
ଓଡିଶାସୂର୍ଯ୍ୟପରାଗରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନmahabharatanewsOctober 22, 2022 by mahabharatanewsOctober 22, 20220162 ପୁରୀ /ଜୟନ୍ତ ସେଠୀ : ଆସନ୍ତା ୨୫ ତାରିଖ କେତୁ ଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ। ଏଣୁ ଭୋର ୪ଟା ୫୭ ମିନିଟ ଠାରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିବ।...
ଓଡିଶାଲାଠୋର ସହରରେ ବୁଲୁଛନ୍ତି ହାତୀmahabharatanewsOctober 22, 2022 by mahabharatanewsOctober 22, 20220187 ପାଟଣାଗଡ/ ଜଗନ୍ନାଥ ଧରୁଆ:ଗତ କିଛି ଦିନ ହେବ ଗନ୍ଧମାର୍ଦ୍ଦନ ତଳି ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଜାରି ରହିଛି । ଏଠାରେ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଫଳରେ...