ରାଜନୀତିମୋଦୀଙ୍କ ମନ୍ତ୍ରୀ ପରିଷଦ ବୈଠକmahabharatanewsSeptember 14, 2021 by mahabharatanewsSeptember 14, 20210176 (ନୂଆଦିଲ୍ଲୀ): ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ହୋଇଥିଲା । ତେବେ ହଠାତ୍ ଏହି ବୈଠକର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।...
ଵାଣିଜ୍ୟଚଳିବନି ଏକଚାଟିଆ ମନୋଭାବ । ଗୁଗଲ କମ୍ପାନୀକୁ ଝଟକାmahabharatanewsSeptember 14, 2021 by mahabharatanewsSeptember 14, 20210203 (ନୂଆଦିଲ୍ଲୀ): ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ବଡ଼ ଝଟକା ମିଳିଛି । ୧୭୭ ମିଲିୟନ୍ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୧୩୦୫ କୋଟି ଟଙ୍କାର ଜୋରିମାନା ଲାଗିଛି ଗୁଗଲ ଉପରେ ।...
ଭାରତସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତmahabharatanewsSeptember 14, 2021 by mahabharatanewsSeptember 14, 20210133 (ଭୁବନେଶ୍ୱର): ବିଶିଷ୍ଟ ଗବେଷକ ତଥା ସୋଆ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସରର ଲାଲା ବିହାରୀ ଶୁକ୍ଲାଙ୍କୁ ଇଞ୍ଜିନିଆରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ...
ଵାଣିଜ୍ୟପେଟ୍ରୋଲ ଓ ଡିଜେଲ ଦରରୁ ଜନତାଙ୍କୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତିmahabharatanewsSeptember 14, 2021 by mahabharatanewsSeptember 14, 20210193 (ନୁଆଦିଲ୍ଲୀ): ପେଟ୍ରୋଲ, ଡିଜେଲ ଦରକୁ ନେଇ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । କାରଣ ସରକାର ଏହାକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ବିଚାର ଚଳାଇଛନ୍ତି । ଯଦି ଏମିତି ହୁଏ ତେବେ ପେଟ୍ରୋଲ ଓ...
ଭାରତଟପ୍ପର ଭାଇ-ଭଉଣୀmahabharatanewsSeptember 14, 2021 by mahabharatanewsSeptember 14, 20210157 (ରିପୋଟର୍ସ ଟୁଡେ): ଟପ୍ପର ଭାଇ-ଭଉଣୀ । ସିଏ ଫାଇନାଲ ପରୀକ୍ଷାରେ ଉଭୟ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ୧ ନମ୍ବର ସ୍ଥାନରେ ଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ...
Uncategorizedଆଇସୋଲେସନରେ ରାଷ୍ଟ୍ରପତିmahabharatanewsSeptember 14, 2021 by mahabharatanewsSeptember 14, 20210156 (ମସ୍କୋ): ଆଇସୋଲେସନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରାଷ୍ଟପତିଙ୍କ ଜଣେ ପରିଚିତ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ପୁଟିନ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି । ତେବେ...
ଓଡିଶାଲମ୍ବା ଛୁଟିରେ ଏସିଏସ ପ୍ରଦୀପ୍ତ ମହାପାତ୍ରmahabharatanewsSeptember 14, 2021 by mahabharatanewsSeptember 14, 20210202 (ରିପୋଟର୍ସ ଟୁଡେ): ଲମ୍ବା ଛୁଟି ନେଲେ ଏସିଏସ ପ୍ରଦୀପ୍ତ ମହାପାତ୍ର । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୮ ଦିନ ପାଇଁ ଛୁଟି ନେଲେ । ଏନେଇ ଆରକେ ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ...
ଓଡିଶାଖୋଲାଯିବ ୬ଟି ଗେଟ୍mahabharatanewsSeptember 14, 2021 by mahabharatanewsSeptember 14, 20210176 (ସମ୍ବଲପୁର): ଲଘୁଚାପ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ିଥିବା ବେଳେ ମହାନଦୀ ଓ ହୀରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢ଼ିଛି । ହୀରାକୁଦ ଡ୍ୟାମ୍ର ଜଳଧାରଣା କ୍ଷମତା ୬୩୦ ଫୁଟ୍...
ବିଶ୍ୱମୃତ୍ୟୁର ଚର୍ଚ୍ଚା ଚାଲିଥିବା ବେଳେ, ଅଡିଓ ମେସେଜ ଆସିଲା ମୁଁ ଜୀବିତmahabharatanewsSeptember 14, 2021 by mahabharatanewsSeptember 14, 20210157 (କାବୁଲ): କାବୁଲକୁ ତାଲିବାନ ଦଖଲ କରିବା ପରେ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । କିଛି ଦିନ ତଳେ ପ୍ରଚାର ହୋଇଥିଲା ଯେ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ...
ଭାରତଆରପାରିରେ ମାଲାୟାଲମ୍ ଅଭିନେତାmahabharatanewsSeptember 14, 2021 by mahabharatanewsSeptember 14, 20210164 (ମୁମ୍ବାଇ): ବି-ଟାଉନ୍ ରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । ପ୍ରଥମେ ସିଦ୍ଧାର୍ଥ ଶୁକ୍ଲା ପରେ ଅକ୍ଷୟ କୁମାରଙ୍କ ମା’ ଆଉ ଏବେ ଆଉ ଜଣେ ତାରାକା ଦୁନିଆକୁ ବିଦାଇ...