ଓଡିଶାତାଳଚେରରେ ସର୍ବାଧିକ ବର୍ଷା ରେକର୍ଡmahabharatanewsSeptember 14, 2021 by mahabharatanewsSeptember 14, 20210194 (ଭୁବନେଶ୍ୱର): ରାଜ୍ୟରେ ଏବେ ମଧ୍ୟ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୩୯୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର...
ଓଡିଶାବର୍ଷା ଲାଗି ସ୍କୁଲ ଛୁଟିmahabharatanewsSeptember 14, 2021 by mahabharatanewsSeptember 14, 20210277 (ବଲାଙ୍ଗୀର): ପ୍ରବଳ ବର୍ଷା ଲାଗି ସ୍କୁଲ ବନ୍ଦ । ଏନେଇ ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ ଛୁଟି ଥିବା ଘୋଷଣା କରାଯାଇଛି । ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । ତେବେ...
Uncategorizedତାଲିବାନ ଓ ପାକିସ୍ତାନ ମିଶି କରୁଛନ୍ତି ନୂଆ ଷଡ଼ଯନ୍ତ୍ରmahabharatanewsSeptember 11, 2021 by mahabharatanewsSeptember 11, 20210248 (ରିପୋଟର୍ସ ଟୁଡେ): ରିଅଲ ହିରୋକୁ ମାରିବାକୁ ଷଡ଼ଯନ୍ତ୍ର । ଆଫଗାନିସ୍ତାନର ରିଅଲ ହିରୋ କୁହାଯାଉଥିବା ଅମରୁଲ୍ଲା ସାଲେହଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛି କୃର ତାଲିବାନ ଓ ପାକିସ୍ତାନ । ତାଲିବାନ ସହ ମିଶି...
ରାଜନୀତିଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀmahabharatanewsSeptember 11, 2021 by mahabharatanewsSeptember 11, 20210171 (ଗାନ୍ଧୀନଗର): ଗୁଜୁରାଟ ରାଜନୀତିରେ ନୂଆ ମୋଡ଼ । କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜୁରାଟରେ ନେତୃତ୍ୱ ବଦଳିଲା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ । ଏନେଇ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛନ୍ତି ରୁପାଣୀ...
ଓଡିଶାଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟାmahabharatanewsSeptember 11, 2021 by mahabharatanewsSeptember 11, 20210213 (ନୂଆପଡ଼ା): ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁ ଗାଁରେ । ଯୁବକଙ୍କ ନାଁ ଅଭିମନ୍ୟୁ...
ଓଡିଶାନୂଆଁଖାଇ ଜୁହାରmahabharatanewsSeptember 11, 2021 by mahabharatanewsSeptember 11, 20210186 “ନୂଆଁ ଧାନ୍ କେ ନୂଆଁ ମନ୍ ବନେ ବନେ ଥାଉନ୍ ଅପଣ୍ ନୂଆଖାଁଇର ବଡ଼ଖା ତିହାର୍ ସମକୁ ମୋର୍ ନୂଆଖାଇ ଜୁହାର” (ସମ୍ବଲପୁର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଭାଦ୍ରବ ମାସ...
Uncategorizedଅଭିନୟକୁ ଛାଡ଼ି ରାଜନୀତିରେ ପାଦ ଥାପିବେ କଙ୍ଗନା!mahabharatanewsSeptember 11, 2021 by mahabharatanewsSeptember 11, 20210241 (ମୁମ୍ବାଇ): କଙ୍ଗନା ରଣାୱତ, ବଲିଉଡ଼ ଇଣ୍ଡଷ୍ଟ୍ରିରେ କୁଇନ୍ ନାମରେ ବେସ ପରିଚିତ । ଗତ କିଛି ଦଶନ୍ଧି ଧରି କଙ୍ଗନା ଜନସାଧାରଣଙ୍କୁ ନିଜର ଅଭିନୟ ମାଧ୍ୟମରେ ମନୋରଞ୍ଜନ କରିଆସିଛନ୍ତି । କଙ୍ଗନାଙ୍କ ମୁଭି ‘ତଲାଇଭି’...
ଓଡିଶାଫେକ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମmahabharatanewsSeptember 10, 2021September 10, 2021 by mahabharatanewsSeptember 10, 2021September 10, 20210223 (ପୁରୀ): ମହାମାରୀ କରୋନାର ଦ୍ୱିତୀୟ ଲହରର ଗାଇଡଲାଇନର ଅବଧି ଶେଷ ହୋଇନାହିଁ । ମାତ୍ର ଓଡ଼ିଶାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଥିବାରୁ କରୋନା ଗାଇଡଲାଇନ୍ କୋହଳ କରିଛନ୍ତି ସରକାର । ସେ ମଧ୍ୟରେ ପୁରୀ...
Uncategorizedଧରାପୃଷ୍ଟରେ ଅବତରଣ କଲେ ଗଜାନନmahabharatanewsSeptember 10, 2021 by mahabharatanewsSeptember 10, 20210212 (ଭୁବନେଶ୍ୱର): “ବକ୍ରତୁଣ୍ଡ ମହାକାୟ, ସୂର୍ଯ୍ୟ କୋଟି ସମପ୍ରଭ ନିର୍ବିଘ୍ନେ କୁରୁମେ ଦେବ ସର୍ବ କାର୍ଯ୍ୟ ସୁ-ସର୍ବଦା” ଆଜି ଭାଦ୍ରବ ଶୁକ୍ଲ ଚତୁର୍ଥୀ, ଗଣେଶ ପୂଜା ବା ଗଣେଶ ଚତୁର୍ଥୀ । ବିଘ୍ନ ବିନାଶକଙ୍କ ପୂଜା...
Uncategorizedଦୁଇ ଦିନିଆ ଗସ୍ତରେ ରାହୁଲ…mahabharatanewsSeptember 9, 2021 by mahabharatanewsSeptember 9, 20210211 (ନୂଆଦିଲ୍ଲୀ): ଆଜି ଦୁଇ ଦିନିଆ ଗସ୍ତରେ ରାହୁଲ ଗାନ୍ଧୀ ଜାମ୍ମୁରେ ପହଞ୍ଚିଛନ୍ତି । ସେ କଟାରାରୁ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଚାଲି ଚାଲି ବହାରିଛନ୍ତି । ମା’ଙ୍କ ସନ୍ଧ୍ୟା ଆଳତୀରେ ସାମିଲ...