ଭାରତ

ଭାରତ ଗସ୍ତରେ ଆସୁଛନ୍ତି ଟେସଲା ମୁଖ୍ୟ

(ଦିଲ୍ଲୀ) : ଏପ୍ରିଲ ମାସରେ ଭାରତ ଗସ୍ତରେ ଆସୁଛନ୍ତି ଟେସଲା ମୁଖ୍ୟ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ପ୍ରୋଗ୍ରାମ ରହିଛି । ତେବେ ସେ, ଭାରତରେ ପୁଞ୍ଜି ବିନିଯୋଗ ନେଇ କିଛି ବଡ଼ ଘୋଷଣା କରି ପାରନ୍ତି ଏହା ସହ ନୂଆ ଟେସଲା କାରଖାନାର ମଧ୍ୟ ନିର୍ମାଣ କରି ନେଇ ସୂଚନା ଦେଇପାରନ୍ତି । ରଏଟର୍ସ ସୂଚନା ଅନୁସାରେ, ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ୨୨  ଏପ୍ରିଲରୁ କିମ୍ବା ଏପ୍ରିଲ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି । ଏହି ଗସ୍ତ ସମୟରେ ସେ ପିଏମ ମୋଦୀଙ୍କୁ ଭେଟିବେ। ଏହି ବୈଠକ ପରେ ଭାରତରେ ପୁଞ୍ଜି ବିନିଯୋଗ କରିବାର ଯୋଜନା ବିଷୟରେ ଘୋଷଣା କରିପାରନ୍ତି ।

Related posts

୧୨୭୫ ରେଳ ଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନାରେ ହେବ ଆଧୁନିକୀକରଣ

mahabharatanews

‘ବନ୍ଦେ ମାତରମ୍’ର ୬ ଅନ୍ତରାକୁ ନେଇ ସୁପ୍ରିମକୋର୍ଟରେ ମାମଲା

mahabharatanews

ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

mahabharatanews