ଓଡିଶା

କାଣ୍ଡସର ଦିବ୍ୟ ଜୀବନ ସ୍କୁଲ ପରିସର ସଫା କଲେ ସ୍ବେଛାସେବୀ ଓ ଯୁବଗୋଷ୍ଠି

ଅନୁଗୁଳୁ/ସୁଧାକର ସାହୁ: ବଅଁରପାଳ ବ୍ଲକର କାଣ୍ଡସର ଦିବ୍ୟ ଜୀବନ ସ୍କୁଲ ପରିସର ସଫା କରିଛନ୍ତି ସ୍ବେଛାସେବୀ ଓ ଯୁବଗୋଷ୍ଠି । କାଣ୍ଡଶର ଫ୍ରେଣ୍ଡସ୍ କ୍ଳବର କାର୍ଯ୍ୟକାରୀ ସଭାପତି ଅନନ୍ତ ବାରିକ ,ସାମ୍ବାଦିକ ସୁଧାକର ସାହୁଙ୍କ ସହ ଅନୁଗୋଳ ଜିଲ୍ଲାର ବରିଷ୍ଠ ସମାଜ ସେବୀ ଚିନ୍ମୟୀ ଦାସଙ୍କ ସହିତ କାଣ୍ଡଶର ଗ୍ରାମ ପଞ୍ଚାୟତ ର ବରିଷ୍ଠ ସମାଜ ସେବୀ ଶ୍ରୀକାନ୍ତ କୁମାର ସାହୁ ପତିତପାବନ ବାଡିଆ, ଜିତେନ୍ଦ୍ର ନାଏକ, ପ୍ରଫୁଲ୍ଲ ସାହୁ, ସନାତନ ନାଏକ , ମାନସ ପ୍ରଧାନ, ପରେଶ୍ ଶଢ଼ଙ୍ଗି, ଦୀପକ ସାହୁ, ମଟୁ ସାହୁ, ଜନକ ସାହୁ, ଶିବରାମ ସାହୁ,ପ୍ରକାଶ ମହାକୁଡ଼, ବାବୁ ବାରିକ ,ସନ୍ତୋଷ ମହାକୁଡ,ମନୋଜ ବେହେରା , ସେବକ ଦାସ , ଦୀପକ ସାହୁ ଓ କାଣ୍ଡସର୍ ଜଗନ୍ନାଥ ମଠର ସେବକ ଶ୍ରୀକାନ୍ତ କୁମାର ସାହୁ (ବାବା)ଏହି ସଫେଇ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ବୃକ୍ଷରୋପଣ କରା ଯାଇଥିଲା ତା ସହିତ ସମାଜ ସେବୀ ଶ୍ରୀକାନ୍ତ କୁମାର ସାହୁଙ୍କ ତରଫରୁ ସମସ୍ତ ସ୍ୱେଚ୍ଛାସେବି ବଂଧୁ ମାନଂକୁ ଚକୋଲେଟ ଓ ବିସ୍କୁଟ ଦେଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗକୁ ଏଭଳି ମହତ୍ କାର୍ଯ୍ୟକୁ ଜାରି ରଖିବେ ବୋଲି ସ୍ବେଛସେବୀ ସଂଗଠନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଚୀନ ସୀମାରେ ରାସ୍ତା ନିର୍ମାଣ ଶେଷ କଲା ଭାରତ, ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

mahabharatanews

ଯାଜପୁର ୟୁଟ୍ୟୁବର୍ ଦମ୍ପତିଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି

mahabharatanews

ଗଞ୍ଜାମ ଜିଲ୍ଲାରେ ୨୦୪୨ ଗ୍ରାମ ଏବଂ ୨୨୧ ପଂଚାୟତ ବାଲ୍ୟ ବିବାହ ମୁକ୍ତ

mahabharatanews