Uncategorized

ଶାହାଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନ ସଭା ନିର୍ବାଚନ ଅବସରରେ ବିଜେପି ପାଇଁ ପ୍ରଚାର କରିବା କାଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀର କ୍ୟାଣ୍ଟେନମେଣ୍ଟ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ରାଲି ସମୟରେ ଶାହା ଶହଶହ ବଜେପି ସମର୍ଥକଙ୍କ ଗହଳିରେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ଦଳର ପାମ୍ପଲେଟ ବଣ୍ଟନ କରିଛନ୍ତି । ଏହି ରାଲି ଅବସରରେ ବିଜେପି ସମର୍ଥକମାନେ ବିଜେପି ପତାକା ସହ ବିଭିନ୍ନ ବିଜେପି ସପକ୍ଷ ସ୍ଲୋଗାନ ଦେଇଛନ୍ତି । ଏହା ପୂର୍ବରୁ ବିଜେପି ସଭାପତି ଜେ ପି ନଡ୍ଡା ଗ୍ରେଟର କୈଳାଶ ଅଞ୍ଚଳରେ ପାଟି ସପକ୍ଷରେ ରାଲିରେ ଭାଗ ନେଇଥିଲେ ।

Related posts

ଶୀତୁଆ ପାଗରେ ପ୍ରସ୍ତୁତ କରନ୍ତୁ ଏଗ୍ ବୋଣ୍ଡା

mahabharatanews

ଡିଆରଡିଓ ବିକଶିତ ଆଣ୍ଟି ଡ୍ରୋନର ସଫଳ ପରୀକ୍ଷଣ,ଟ୍ରମ୍ପଙ୍କ ଗସ୍ତ କାଳରେ ହେବ ନିୟୋଜିତ

mahabharatanews

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୬୫୮୩କୁ ବୃଦ୍ଧି

mahabharatanews