ଓଡିଶା

ଫୁଲବାଣୀ ଭିଜିଲାନ୍ସ ଜାଲରେ ଥାନା ବାବୁ

କନ୍ଧମାଳ /ମନୋଜ ପଣ୍ଡା:କୋଟଗଡ ଥାନା ଅଧିକାରୀଙ୍କ କାରରୁ ଜବତ ହେଲା ଟଙ୍କା । ପାଖାପାଖି ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି । ସୂଚନା ପାଇବା ପରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ପିଛା କରିଥିଲା । ବାଲିଗୁଡା ନିକଟରୁ ଉକ୍ତ ଅଧିକାରୀ ଧୀରଜ ଲେଙ୍କାଙ୍କ କାରରୁ ଏହି ଟଙ୍କା ଜବତ କରାଯାଇଥିଲା । ତେବେ ବାଲିଗୁଡା ବଜାର ନିକଟସ୍ଥ ଜଗନ୍ନାଥ ମନ୍ଦିର ପାଖରେ ସ୍ୁତନ୍ତ୍ର ଭିଜିଲାନ୍ସ ଟିମ୍ ଧୀରଜଙ୍କୁ କାବୁ କରି ନେଇଥିଲା । ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲା କୋଟଗଡ ଥାନାର ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ ।

Related posts

ସହିଦଙ୍କ ଜନ୍ମସ୍ଥାନର ପବିତ୍ର ମାଟି ସଂଗ୍ରହ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 

mahabharatanews

ସ୍କୁଲରେ କୋଭିଡ ନିୟମ କଡା କରିବାକୁ ନିର୍ଦ୍ଦେଶ

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews