ଭାରତଵାଣିଜ୍ୟ

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

ନୂଆଦିଲ୍ଲୀ : ଆଜି ଆସିବ ସାଧାରଣ ବଜେଟ | ମୋଦି ସରକାରଙ୍କ ଦ୍ୱତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ | 2024ରେ ସାଧାରଣ ନିର୍ବାଚନ ଥିବାରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ | ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ | ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର | ମଧ୍ୟବତି ଶ୍ରେଣୀର ଲୋକଙ୍କ ପାଇଁ ଟିକସ ରିହାତି ସମ୍ଭାବନା | ଗ୍ରାମୀଣ ନିଯୁକ୍ତି ଓ ଗୃହ ନିର୍ମାଣ ଆଦିକୁ ମିଳିପାରେ ପ୍ରାଧାନ୍ୟ | ସଂସଦରେ ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଷ୍ଟ୍ରପତିଙ୍କୁ ଦେଲେ ବଜେଟ କପି ।

Related posts

ଭୂକମ୍ପରେ ଥରିଲା ମହାରାଷ୍ଟ୍ର

mahabharatanews

‘ମୃତକଙ୍କ ପରିବାରକୁ ଦିଆଯିବ ଚାକିରି’ : ମମତା ବାନାର୍ଜୀ

mahabharatanews

ମୋଦି ସରନେମ୍ ମାମଲାରେ ରାହୁଲଙ୍କୁ ପାଟନା ହାଇକୋର୍ଟରୁ ଆଶ୍ୱସ୍ତି

mahabharatanews