Uncategorizedଏନପିଆର ବିରୋଧରେ ତାମିଲନାଡୁ ସରକାରର କଡା ଆଭିମୁଖ୍ୟmahabharatanewsJanuary 24, 2020 by mahabharatanewsJanuary 24, 20200450 ଚେନ୍ନାଇ: ତାମିଲନାଡୁ ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ନେଇ କୌଣସି ସମର୍ଥନ କାର୍ଯ୍ୟ କରିବାକୁ ରାଜ୍ୟରେ ଅନୁମତି ଦେବ ନାହିଁ ବୋଲି ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ ଶୁକ୍ରବର କହିଛନ୍ତି ।...
Uncategorizedପୁରୁଣା ଫି’ରେ ଶୀତକାଳ ପଞ୍ଜିକରଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶmahabharatanewsJanuary 24, 2020 by mahabharatanewsJanuary 24, 20200449 (ନୂଆଦିଲ୍ଲୀ): ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି । ଜେଏନୟୁ କର୍ତ୍ତୃପକ୍ଷ ଶୀତକାଳ ପାଇଁ ପୁରୁଣା ଫି’ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ହାଇକୋର୍ଟ ନିର୍ଦ୍ଦେଶ...
ଓଡିଶାସ୍ୱାସ୍ଥ୍ୟକେନ୍ଦ୍ର ନଳକୂପ ଅଚଳmahabharatanewsJanuary 24, 2020January 24, 2020 by mahabharatanewsJanuary 24, 2020January 24, 20200376 ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ନଳକୂପଟି ଅଚଳ ହୋଇପଡ଼ିଛି । ଫଳରେ ଟୋପାଏ ପାନୀୟ ଜଳ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ...
ଓଡିଶାପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତmahabharatanewsJanuary 24, 2020 by mahabharatanewsJanuary 24, 20200376 (ଭୁବନେଶ୍ୱର): ଆଜି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ଦେହାନ୍ତ ଘଟିଛି । ଶ୍ରୀ ରାଉତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି ।...
ଓଡିଶାପୁସ୍ତକ ମେଳା ଇଙ୍କଫେଷ୍ଟ-୨୦୨୦ ଉଦ୍ୟାପିତmahabharatanewsJanuary 24, 2020January 24, 2020 by mahabharatanewsJanuary 24, 2020January 24, 20200384 (ମହାଭାରତ, ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ସ୍ଥାନୀୟ ରୋୟାଲ ପଡିଆ ଠାରେ ପୁସ୍ତକ ମେଳା ଇଙ୍କଫେଷ୍ଟ-୨୦୨୦ ଉଦ୍ୟାପିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପରିଷଦ ବିଭାଗର ମିଳିତ ସହଯୋଗରେ ଏହି ମେଳା ଆୟୋଜିତ...
ଅପରାଧଓଡିଶାମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶmahabharatanewsJanuary 24, 2020 by mahabharatanewsJanuary 24, 20200304 (ମହାଭାରତ, ବରଗଡ): ବରଗଡ ଜିଲ୍ଲା ସୋହେଲା ବ୍ଲକ ଚକରକେନ୍ଦ୍ ଛକ ଠାରେ ଥିବା ‘ମାତୃଛାୟା’ ଆଶ୍ରମରେ ଯୌøନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଆଶ୍ରମରେ ରହିଥିବା ୩ ମହିଳା ଅନ୍ତେବାସିନୀ ସେଠାରୁ ଖସି...
ଓଡିଶା୧ରୁ ଖଣ୍ଡଗିରି ମେଳା,୫ରୁ ଯାତ୍ରାmahabharatanewsJanuary 24, 2020 by mahabharatanewsJanuary 24, 20200291 (ଭୁବନେଶ୍ୱର): ମାଘ ସପ୍ତମୀରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା। ସାଧୁସନ୍ଥଙ୍କ ସମାଗମ ସହ ବସିବ ଅସ୍ଥାୟୀ ବଜାର। ତେବେ ମେଳାର ମଧ୍ୟକ୍ରମରୁ ଆକର୍ଷଣ ସାଜିବ ଖଣ୍ଡଗିରି ଯାତ୍ରା ସମର। ଫେବ୍ରୁଆରି ୧ରୁ ସାଧୁସନ୍ଥଙ୍କ ସମାଗମ...
ଓଡିଶାଦକ୍ଷିଣାଞ୍ଚଳ କମାଣ୍ଡର ସିପି ମହାନ୍ତିmahabharatanewsJanuary 24, 2020 by mahabharatanewsJanuary 24, 20200400 (ଆଦର୍ଶ ରାଉତ)ଭୁବନେଶ୍ୱର: ଭାରତ ସରକାରଙ୍କ ଅନେକ ମହତ୍ଵପୂର୍ଣ୍ଣ ପଦରେ ଓଡ଼ିଆ ଅଫିସର ନିଯୁକ୍ତି ପାଇଛନ୍ତି। ସେ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ହେଉ କି ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ହେଉ। ଏହି କ୍ରମରେ ଭାରତୀୟ ସେନାରେ ଓଡ଼ିଆ...
ଅପରାଧମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନା ଲୁଟ୍mahabharatanewsJanuary 24, 2020 by mahabharatanewsJanuary 24, 20200297 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡାସିଂହା ଗାଁରେ ଜଣେ ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ଏହି ଗାଁର ଉଜ୍ଜ୍ୱଳ ସାହୁଙ୍କ ଘରେ କିଛି ଦୁର୍ବୃତ୍ତ ପଶି ମାରଣାସ୍ତ୍ର...
ଓଡିଶାମାଲକାନଗିରି: ଆହାର କେନ୍ଦ୍ରକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନmahabharatanewsJanuary 24, 2020 by mahabharatanewsJanuary 24, 20200342 (ମହାଭାରତ, ମାଲକାନଗିରି): ରାଜ୍ୟରେ ଖୋଲିଥିବା ଆହାର କେନ୍ଦ୍ରଗୁଡିକରେ ଉନ୍ନତ ମାନର ଖାଦ୍ୟ ପରିବେଶଣରେ ଲୋକଙ୍କୁ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଏଭଳି ଅଭିଯୋଗ ମାଲକାନଗିରି ଜିଲ୍ଲାରେ ଥିବା ଆହାର କେନ୍ଦ୍ରଗୁଡିକରୁ...