ଓଡିଶା୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଫସଲ ନଷ୍ଟmahabharatanewsDecember 30, 2019 by mahabharatanewsDecember 30, 20190478 (ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ସ୍ୱତନ୍ତ୍ର ପୋଲିସ ସ୍କ୍ୱାର୍ଡକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଣାକୋଟ ଥାନା ଅଞ୍ଚଳର ଯୁକୁବ ଓ ଲବଙ୍ଗୀରେ ଥିବା ଗଞ୍ଜେଇ...
ଓଡିଶାପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡmahabharatanewsDecember 30, 2019 by mahabharatanewsDecember 30, 20190385 (ମହାଭାରତ, ପୁରୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ...
ଓଡିଶାବସ ଧକ୍କାରେ ୨ ସ୍କୁଟି ଆରୋହୀ ମୃତmahabharatanewsDecember 30, 2019 by mahabharatanewsDecember 30, 20190262 (ମହାଭାରତ, ପାଲଲହଡା): ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସ୍ ଧକ୍କାରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି...
ଓଡିଶାଟ୍ରକକୁ ପିଟିଲା ଆଇଚର, ୧ ମୃତ ୨ ଗୁରୁତରmahabharatanewsDecember 30, 2019 by mahabharatanewsDecember 30, 20190278 (ମହାଭାରତ, ଅନୁଗୁଳ): ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ୍ ନିକଟରେ ଏକ ଟ୍ରକକୁ ପଛ ପଟୁ ଏକ ଆଇଚର ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଆଇଚର ଡ୍ରାଇଭର ଶତ୍ରୁଘ୍ନ...
ଓଡିଶାରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉmahabharatanewsDecember 30, 2019 by mahabharatanewsDecember 30, 20190369 (ମହାଭାରତ, ଜୁନାଗଡ): ଭିଜିଲାନ୍ସ ଜାଲରେ ପୁଣି ଜଣେ ବନ ବିଭାଗ କର୍ମଚାରୀ ପଡିଛନ୍ତି । ଜୁନାଗଡ ବନ ବିଭାଗର ରେଞ୍ଜର ଲକ୍ଷ୍ମଣ ଶବରଙ୍କ ଘରେ ସୋମବାର ସକାଳେ ଭିଜିଲାନ୍ସ ଚଢାଉ କରିଛିି । ଆୟ...
ଓଡିଶାବଜ୍ରକାପ୍ତା ଚୋରା ଚାଲାଣକାରୀ ଗିରଫmahabharatanewsDecember 30, 2019 by mahabharatanewsDecember 30, 20190298 (ମହାଭାରତ, ଅନୁଗୁଳ): ସାତକୋଶିଆ ଅଭୟାରଣ୍ୟର ନରସିଂହପୁର ଅଞ୍ଚଳରୁ ଜଣେ ବଜ୍ରକାପ୍ତା ଚୋରା ଚାଲାଣକାରୀକୁ ପୋଲିସ ଗିରଫ କରିଛି । ତା ନାଁ ସନ୍ତୋଷ ଘଡୋଇ ଓ ସେ ପୂର୍ବରୁ ହାତୀଦାନ୍ତ ଚୋରା ଚାଲାଣରେ ସମ୍ପୃକ୍ତ...
Uncategorizedତାଲିବାନୀ ଆତଙ୍କୀ ଆକ୍ରମଣ: ୧୭ ନିହତmahabharatanewsDecember 29, 2019 by mahabharatanewsDecember 29, 20190310 (ମହାଭାରତ / ମଧୁସ୍ମିତା ତ୍ରିପାଠୀ): ଆଫଗାନିସ୍ତାନର ଉତ୍ତର ପଶ୍ଚିମ।ଞ୍ଚଳର ତଖାର ପ୍ରାନ୍ତରେ ତାଲିବାନ ଆତଙ୍କବାଦୀ ଆକ୍ରମଣରେ ଅନ୍ୟୁନ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ତାଲିବାନୀ ଆତଙ୍କବାଦୀ ତାଖର ପ୍ରାନ୍ତର ଏକ ସୁରକ୍ଷା କର୍ମୀ...
Uncategorizedସିଆରପି ଯବାନଙ୍କୁ ମିଳିବ ବର୍ଷରେ ୧୦୦ ଦିନର ଛୁଟିmahabharatanewsDecember 29, 2019 by mahabharatanewsDecember 29, 20190338 (ମହାଭାରତ / ମଧୁସ୍ମିତା ତ୍ରିପାଠୀ): କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ରବିବାର ଦିନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ସିଆରପିଏଫ ଯବାନଙ୍କର ଓ ସେମାନଙ୍କ ପରିବାରର ଜାତି ପ୍ରତି...
Uncategorizedପେଜାବର ମଠ ପ୍ରମୁଖଙ୍କ ପରଲୋକmahabharatanewsDecember 29, 2019 by mahabharatanewsDecember 29, 20190336 (ମହାଭାରତ / ମଧୁସ୍ମିତା ତ୍ରିପାଠୀ): ରବିବାର ଦିନ କର୍ଣ୍ଣାଟକର ଉଡପି ସ୍ଥିତ ପେଜାବର ମଠ ପ୍ରମୁଖ ବିଶ୍ୱେସ ତୀର୍ଥ ସ୍ୱାମୀଙ୍କ ପରଲୋକ ହୋଇଯାଇଛି । କିଛି ଦିନ ହେବ ସେ ରୋଗାଗ୍ରସ୍ଥ ଥିଲେ ।...
Uncategorizedବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନାmahabharatanewsDecember 29, 2019 by mahabharatanewsDecember 29, 20190311 (ମହାଭାରତ / ମଧୁସ୍ମିତା ତ୍ରିପାଠୀ): ବାଙ୍ଗଲାଦେଶ ବର୍ଡର ଗାର୍ଡର (ବିଜିବି) ନିର୍ଦ୍ଦେଶକ ସାଫିନୁଲ ଇସଲାମ ରବିବାର କହିଛନ୍ତି, ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ସମ୍ପୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରିଣ ବ୍ୟାପାର ଓ ବିଏସଏଫ ଓ...