ଓଡିଶାସ୍କୁଲ ମରାମତିକୁ ନେଇ ଉତ୍ତେଜନାmahabharatanewsDecember 3, 2019 by mahabharatanewsDecember 3, 20190313 (ଅଜିତ ସାହୁ/ଜଳେଶ୍ୱର)ମହାଭାରତ: ପ୍ରତ୍ୟେକ ସ୍କୁଲର ରକ୍ଷାଣାବେକ୍ଷଣ ,ତଦାରଖ ପାଇଁ ପ୍ରତି ସ୍କୁଲ ରେ ପରିଚାଳନା କମିଟି ଗଠନ କରିଛନ୍ତି। ହେଲେ ପରିଚାଳନା କମିଟି କିମ୍ବା ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅଗୋଚରରେ ସ୍କୁଲ ରେ ମରାମତି...
ଓଡିଶାବିକ୍ରମ ଲ୍ୟାଣ୍ଡର ଭଗ୍ନାବଶେଷmahabharatanewsDecember 3, 2019December 3, 2019 by mahabharatanewsDecember 3, 2019December 3, 20190373 (ୱାଶିଂଟନ/ମହାଭାରତ): ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରି ନ ପାରି ଚନ୍୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଖସି ପଡିଥିଲା । ଏବେ ଏହାର ଭଗ୍ନାବଶେଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା)କୁ ମିଳିଛି । ଚନ୍ଦ୍ରପୃଷ୍ଠରେ କ୍ରାସ...
Uncategorizedହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫmahabharatanewsDecember 3, 2019 by mahabharatanewsDecember 3, 20190371 (ମହାଭାରତ/ଇସଲାମାବାଦ): ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ୱାସ୍ଥ୍ୟବସ୍ଥା ପୁଣି ଥରେ ବିଗିଡି ଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଦୁବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମେଡିକାଲ ରିପୋର୍ଟ ଅନୁସାରେ, ମୁଶାରଫଙ୍କ...
ଅପରାଧଦୁଷ୍କର୍ମ ପାଇଁ ବିଭିନ୍ନ ଦେଶର ଦଣ୍ଡବିଧାନmahabharatanewsDecember 3, 2019 by mahabharatanewsDecember 3, 20190408 (ମହାଭାରତ/ହାଇଦ୍ରାବାଦ) : ହାଇଦ୍ରାବାଦ ମହିଳା ପଶୁ ଡାକ୍ତରଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି । ଦେଶରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଡା ଦଣ୍ଡବିଧାନ ହେବାକୁ ସେମାନଙ୍କୁ ଫାଶି...
ଓଡିଶାମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦେଇ ଅର୍ଥ ହଡପ ଅଭିଯୋଗmahabharatanewsDecember 3, 2019 by mahabharatanewsDecember 3, 20190386 (ମହାଭାରତ/କନ୍ଧମାଳ): କନ୍ଧମାଳ ଜିଲ୍ଲାର ପ୍ରତ୍ୟକ ବିଦ୍ୟାଳୟରେ ସରକାର ଯୋଗାଇ ଦେଇଛନ୍ତି ମଧ୍ୟ୍ୟହ୍ନ ଭୋଜନ । କିନ୍ତୁ କିଛି ଲୋଭି ପ୍ରଧାନ ଶିକ୍ଷକ ପିଲାଙ୍କ ପେଟରୁ ଦାନା କାଟି ବଳକା ଅର୍ଥକୁ ନିଜର ପକେଟ ଗରମ...
ଅପରାଧଓଡିଶା୧୬ ହଜାର କଫ୍ ସିରପ୍ ବୋତଲ ଜବତmahabharatanewsDecember 3, 2019 by mahabharatanewsDecember 3, 20190332 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀରର ଯୁବବର୍ଗ କଫ ସିରପ୍କୁ ନିଶାର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି । ଏହାର ଫାଇଦା ନେଉଛନ୍ତି ଚୋରା ବେପାରବୀ । ବାରମ୍ବାର ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି...
ଓଡିଶାଚାଷୀ ନେତା କୁଞ୍ଜ ବିହାରୀ ବାରିକଙ୍କ ଶ୍ରଦ୍ଧାଞ୍ଜଳି ସଭାmahabharatanewsDecember 3, 2019 by mahabharatanewsDecember 3, 20190344 (ବରଗଡ /ମହାଭାରତ) : ବରଗଡ ଜିଲ୍ଲା ବରପାଲି ଗଙ୍ଗାଧର ସ୍ମୁତି ଭବନ ଠାରେ ବିଶିଷ୍ଠ ଚାଷୀ ନେତା କୁଞ୍ଜବିହାରି ବାରିକଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ହୁସି ମେହେରଙ୍କ ସଭାପତିତ୍ୱରେ...
ଓଡିଶାରାସ୍ତା ତଳକୁ ଓଲଟି ପଡିଲା ଆମ୍ବୁଲାନ୍ସmahabharatanewsDecember 3, 2019 by mahabharatanewsDecember 3, 20190336 (ମହାଭାରତ, ସୋନପୁର): ସୋନପୁର-ବଲାଙ୍ଗୀର ରାସ୍ତାର ଖାରୀ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରାସ୍ତା ତଳକୁ ଓଲଟି ପଡିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସୂଚନା...
ଓଡିଶାପୋଲ ତଳକୁ ବାଇକ ଖସି ୨ ମୃତmahabharatanewsDecember 3, 2019 by mahabharatanewsDecember 3, 20190359 (ମହାଭାରତ, ରେଢାଖୋଲ): ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ପୋଲ ତଳକୁ ଏକ ବାଇକ ଖସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ବୀରମହାରାଜପୁର ଥାନା ବାଘବର ପଞ୍ଚାୟତର ଫୁଲଚରା ଗାଁର ବାସିନ୍ଦା...
ଓଡିଶାଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦmahabharatanewsDecember 3, 2019 by mahabharatanewsDecember 3, 20190412 (ମହାଭାରତ, ରାଜନଗର): ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କିଛି ଦିନ ପାଇଁ ବନ୍ଦ ରହିବ । ଆସନ୍ତା ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର...