ଅପରାଧଓଡିଶା୪ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରmahabharatanewsDecember 6, 2019 by mahabharatanewsDecember 6, 20190332 (ମହାଭାରତ/ ମଧୁସ୍ମିତା ତ୍ରିପାଠୀ): ସାରା ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି...
ଓଡିଶାକାଲିମେଳାରେ ନକ୍ସଲ ବ୍ୟାନରmahabharatanewsDecember 6, 2019 by mahabharatanewsDecember 6, 20190328 (ମହାଭାରତ, ମାଲକାନାଗିରି): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବାବେଳେ ମାଲକାନାଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର କାନାଗୁଡ ଗାଁ ନିକଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ପିଏଲଜିଏ...
ଓଡିଶା୧୧ କୋଟି ଟଙ୍କାର ଗଞ୍ଜେଇ ଫସଲ ନଷ୍ଟmahabharatanewsDecember 6, 2019 by mahabharatanewsDecember 6, 20190290 (ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲାରେ ପୁଣି ଚଢାଉ କରି ଗଞ୍ଜେଇ ଫସଲ ନଷ୍ଟ କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଥାଟିପାଲି ମୌଜା ଗାଁ ନିକଟସ୍ଥ ଜଙ୍ଗଲ, ଗୋଚର ଓ ପତିତ ଜମିରେ ହୋଇଥିବା...
ଓଡିଶାସ୍କୁଲ ପିଲାଙ୍କୁ ରାସ୍ତାରେ ଆଣ୍ଠେଇ ମଦ୍ୟପ ଶିକ୍ଷକ ବହିଷ୍କୃତmahabharatanewsDecember 6, 2019 by mahabharatanewsDecember 6, 20190271 (ମହାଭାରତ, ଯାଜପୁର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତର ବାଲିଆ ପ୍ରାଥମିକ ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶିକ୍ଷକ ମଦ ପିଇ ଛାତ୍ରଛାତ୍ରୀଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିବା ଦେଖିବାକୁ...
ଓଡିଶାଇଞ୍ଜେକ୍ସନ ଦେଇ ନିଲମ୍ବିତ ହେଲେ ସଫେଇ କର୍ମଚାରୀmahabharatanewsDecember 6, 2019 by mahabharatanewsDecember 6, 20190324 (ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଇଞ୍ଜେକ୍ସନ ଦେଇଥିବା ସଫେଇ କର୍ମଚାରୀ ମନୋରମା ବେହେରାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି...
ଓଡିଶାଛାତ୍ରୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍mahabharatanewsDecember 6, 2019 by mahabharatanewsDecember 6, 20190356 (ମହାଭାରତ, କାମାକ୍ଷାନଗର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏକ ପିକ୍ଅପ୍ ଭ୍ୟାନ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏହି...
ଓଡିଶାସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧାନମଣ୍ଡି ପରିଦର୍ଶନmahabharatanewsDecember 6, 2019 by mahabharatanewsDecember 6, 20190401 (ଓମ ପ୍ରକାଶ ମିଶ୍ର/ମହାଭାରତ)ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ମୋନିଷା ବାନାର୍ଜୀ ଧାନମଣ୍ଡି ପରିଦର୍ଶନ କରିଛନ୍ତି। ବିଭିନ୍ନ ଧାନମଣ୍ଡି ମାନଙ୍କ ର କିଭଳି ଭାବରେ ଧାନକ୍ରୟ କରାଯାଉଛି ଏବଂ ଚାଷୀ ମାନଙ୍କୁ ସୁବିଧା ଅସୁବିଧା ସମ୍ବନ୍ଧରେ...
ଓଡିଶାଦୁର୍ଘଟଣାରେ ନାବାଳିକା ମୃତ, ରାସ୍ତା ଅବରୋଧmahabharatanewsDecember 5, 2019 by mahabharatanewsDecember 5, 20190516 (ସର୍ବେଶ୍ୱର ପାତ୍ର/ମହାଭାରତ)କାମାକ୍ଷାନଗର: ପିକଅପ ଗାଡି ଧକ୍କାରେ ୧୫ ବର୍ଷର ନାବାଳିକା ମୃତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣି ଛକ ନିକଟରେ ଆଜି ସକାଳୁ ଦୁର୍ଘଟଣା ଘଟିଛି।ମୃତକ ଗଡପଳାଶୁଣି ଗାଁର ଅଲେଖ ନାୟକଙ୍କ ୧୫...
ଓଡିଶାଢେଙ୍କାନାଳରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତmahabharatanewsDecember 5, 2019 by mahabharatanewsDecember 5, 20190401 (ମୋନାଲିସା ମିଶ୍ର)ଢେଙ୍କାନାଳ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଜିଲ୍ଲା ମୃତ୍ତିକାଗାର କେନ୍ଦ୍ର ପରିସରରେ ବିଶ୍ୱ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ମୁଖ୍ୟ...
ଓଡିଶାଜାମିନରେ ଆସି ଗଣଦୁଷ୍କର୍ମ ପୀଡିତାଙ୍କ ଦେହରେ ନିଆଁ ଲଗାଇଲେ ଅଭିଯୁକ୍ତmahabharatanewsDecember 5, 2019 by mahabharatanewsDecember 5, 20190331 (ଉନ୍ନାଓ/ମହାଭାରତ): ହାଇଦ୍ରାବାଦରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ପୋଡି ହତ୍ୟା କରାଯିବା ଘଟଣା ମନରୁ ଲିଭି ନଥିବା ବେଳେ ଉତ୍ତରପ୍ରଦେଶର ଉନ୍ନାଓରେ ଗୁରୁବାର ଅନୁରୂପ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ...