Uncategorizedସୁନ୍ଦର ପିଚାଇ ‘ଆଲଫାବେଟ୍’ର ନୂଆ ସିଇଓmahabharatanewsDecember 4, 2019 by mahabharatanewsDecember 4, 20190457 (ମହାଭାରତ/ନୂଆଦିଲ୍ଲୀ): ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଭାବେ ପରିଚିତ ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ନୂତନ ନିଯୁକ୍ତି ମିଳିଛି । ସେ ଗୁଗଲର ଅନ୍ୟତମ କମ୍ପାନୀ ‘ଆଲଫାବେଟ୍’ର ଦାୟିତ୍ୱ ନେବା ସହ ଏହାର...
ଓଡିଶାହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରତିବାଦରେ ପାରାଦ୍ୱୀପ ବିଜେପି ପକ୍ଷରୁ ଶୋଭଯାତ୍ରାmahabharatanewsDecember 4, 2019 by mahabharatanewsDecember 4, 20190372 (ପ୍ରଶାନ୍ତ କୁମାର ସ୍ବାଇଁ /ମହାଭାରତ )ପାରାଦୀପ : ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କର ଜଘନ୍ୟ ଗଣଦୁଷ୍କର୍ମ ଓ ନୃଶଂସ ହତ୍ୟାର ପ୍ରତିବାଦରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପାରାଦୀପରେ ଷଣ୍ଢକୁଦ ବିଜେପି...
ଓଡିଶାପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତmahabharatanewsDecember 4, 2019 by mahabharatanewsDecember 4, 20190345 (ଅଜିତ ସାହୁ/ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋଡ଼ର୍ର ଅଧକ୍ଷ ତଥା ପୂର୍ବତନ ଆଇଏଏସ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ଘଟିଛି। ସେ ୧୯୭୧ ସିଭିଲ ସର୍ଭିଶ ଗୁଜୁରାଟ କ୍ୟାଡ଼ର ରୁ ଚାକିରୀ ଆରମ୍ଭ କରିଥିଲେ।କେନ୍ଦ୍ରର ଖାଦ୍ୟ...
Uncategorizedକାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସେନାରେ ବିଦ୍ରୋହmahabharatanewsDecember 4, 2019 by mahabharatanewsDecember 4, 20190340 (ମହାଭାରତ/ଇସଲାମାବାଦ): ପାକିସ୍ତାନ ସେନାମୁଖ୍ୟ କ୍ୱାମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସୈନ୍ୟବାହିନୀରେ ବିଦ୍ରୋହ ଦେଖାଦେଇଛି । ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ସମସ୍ତ ୭ ଜଣ ଲେଫ୍ଟନାଣ୍ଟ ଜେନେରାଲ ବିରୋଧ କରିଛନ୍ତି...
ଓଡିଶାରାଜନୀତିଚିଦାମ୍ବରମଙ୍କୁ ସର୍ତ୍ତମୂଳକ ଜାମିନmahabharatanewsDecember 4, 2019 by mahabharatanewsDecember 4, 20190343 (ମହାଭାରତ/ନୂଆଦିଲ୍ଲୀ): ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ୧୦୭ ଦିନ ତିହାର ଜେଲରେ ରହିବା...
Uncategorizedନାସା ପୂର୍ବରୁ ‘ବିକ୍ରମ’କୁ ଇସ୍ରୋ ଖୋଜି ପାଇଥିଲା: କେ ଶିବନmahabharatanewsDecember 4, 2019 by mahabharatanewsDecember 4, 20190418 (ମହାଭାରତ/ନୂଆଦିଲ୍ଲୀ): ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ ନାସାର ଏଲଆରଓ ପୂର୍ବରୁ ଚନ୍ଦ୍ରଯାନ-୨ର ଅର୍ବିଟର ପାଇ ସାରିଥିଲା ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଏହାର ଖୁଲାସା କରିଛନ୍ତି । ସେ କହିଛନ୍ତି,...
ଓଡିଶାଋକ୍ଷକ ସାଜିଲା ଭକ୍ଷକ: ବିଜେପିmahabharatanewsDecember 4, 2019December 4, 2019 by mahabharatanewsDecember 4, 2019December 4, 20190913 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲାକୁ ନେଇ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ତେବେ ଏହାର ପ୍ରତିରୁପ ଓଡ଼ିଶାରେ ମଧ୍ୟ ଆରମ୍ଭ ହୋଇଯାଇଛି । ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ବିରୋଧ...
ଓଡିଶାଜଙ୍ଗଲ ଭିତରେ ଚାଲିଲେ ଛାତ୍ରଛାତ୍ରୀmahabharatanewsDecember 4, 2019 by mahabharatanewsDecember 4, 20190431 (ମହାଭାରତ, ତୁମୁଡିବନ୍ଧ): ସ୍କୁଲରେ ଶିକ୍ଷକ ନଥିବାରୁ ଚାଲି ଚାଲି ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ ଜଣାଇଛନ୍ତି । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଆବଶ୍ୟକ...
ଖେଳମିତାଲିଙ୍କ ବାୟୋଗ୍ରାଫିରେ ନଜର ଆସିବେ ତପସୀmahabharatanewsDecember 4, 2019 by mahabharatanewsDecember 4, 20190454 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର...
ଓଡିଶାଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟmahabharatanewsDecember 4, 2019 by mahabharatanewsDecember 4, 20190504 (ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ । ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି। ଉଚ୍ଛେଦ କାର୍ୟ୍ୟରେ ସମୁଦାୟ ୯ଟି...