ଓଡିଶା୨ଘଣ୍ଟା ଅଟକିଲା ଟ୍ରେନmahabharatanewsDecember 4, 2019 by mahabharatanewsDecember 4, 20190386 (ମହାଭାରତ, ରାଉରକେଲା): ଯାନ୍ତ୍ରିକ ତ୍ରୁଟି କାରଣରୁ ବୁଧବାର ସକାଳେ ରାଉରକେଲା ରେଳ ଷ୍ଟେସନ ଠାରେ ହାୱଡା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ ଦୀର୍ଘ ସମୟ ଧରି ଅଟକି ରହିଥିଲା । ନିର୍ଦ୍ଧାରିତ ସମୟ ସକାଳ ୬ଟା ୩୦ରେ...
ଓଡିଶାବିଡିଓଙ୍କ ବରଖାସ୍ତକୁ ନେଇ କଲମ ଛାଡ ଆନ୍ଦୋଳନmahabharatanewsDecember 4, 2019 by mahabharatanewsDecember 4, 20190328 (ମହାଭାରତ, ବୌଦ୍ଧ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗାଇଡ ଲାଇନ ନ ମାନିବା ଅଭିଯୋଗରେ ମଙ୍ଗଳବାରା ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଡିଓ ରବୀନ୍ଦ୍ର ଶତପଥୀଙ୍କୁ ରାଜ୍ୟ ସରକାର ସପପେଣ୍ଡ କରିଥିଲେ । କିନ୍ତୁ ଏହାର ପ୍ରତିବାଦ...
ଓଡିଶାନିଆଁ ଲାଗି ୭ ବଖରା ପାଉଁଶmahabharatanewsDecember 4, 2019 by mahabharatanewsDecember 4, 20190351 (ମହାଭାରତ, ପଟ୍ଟାମୁଣ୍ଡାଇ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଘଡିଆମାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଗାଁର ଜଣକ ଘରେ ନିଆଁ ଲାଗିବାରୁ ତାଙ୍କ ଘରର ୭ ବଖରା...
ଓଡିଶାପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣଙ୍କ ବିୟୋଗmahabharatanewsDecember 4, 2019 by mahabharatanewsDecember 4, 20190434 (ମହାଭାରତ)ଜଳେଶ୍ୱର: ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ରବିନାରାୟଣ ଦାସଙ୍କ ଦେହାନ୍ତ ହୋଇଛି । ୧୯୭୧ ବ୍ୟାଚର ଗୁଜୁର।।ଟ କ୍ୟାଡରର ରବିନାରାଣୟ କେନ୍ଦ୍ର ଖାଦ୍ୟ ନିଗମର ଯୁଗ୍ମ ସଚିବ ,...
ଓଡିଶାଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଅସନ୍ତୋଷmahabharatanewsDecember 4, 2019 by mahabharatanewsDecember 4, 20190430 (ମହାଭାରତ/ ମାଲକାନଗିରି) : ଜିଲ୍ଲାରେ ତେଜୁଛି ଚାଷୀ ଅ ।ନ୍ଦୋଳନ । ମଣ୍ଡିରେ ଧାନ ଅ ।ସିବା ପରେ ମଧ୍ୟ ଏହାକୁ କିଣାଯାଉ ନାହିଁ । ତେଣୁ ଚାଷୀ ମଣ୍ଡିକୁ ଧାନ ଆଣି ଆସି...
ଓଡିଶାଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନmahabharatanewsDecember 4, 2019 by mahabharatanewsDecember 4, 20190440 (ମହାଭାରତ /ସୁବର୍ଣ୍ଣପୁର): ସୁବର୍ଣ୍ଣପୁର ଜିଲ୍ଲାର ଅ ।ରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଗତକାଲି ରାତି ୮ଟା ସମୟରେ ଅ·ନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନରେ ଯାଇଥିଲେ । ଡାକ୍ତରମାନଙ୍କ ସହ କଥାବାର୍ତ୍ତା ହୋଇ...
Uncategorizedକିରାଣୀକୁ ଗୋଡ଼ାଇ ହାଣିଲେ ଯୁବକmahabharatanewsDecember 3, 2019 by mahabharatanewsDecember 3, 20190364 (ପ୍ରିୟଦର୍ଶନୀ ସ୍ୱାଇଁ): ଗଞ୍ଜାମ ଜିଲ୍ଲା କେ ନୁଆଗାଁ ଥାନା ଅଞ୍ଚଳରେ ମହାବିଦ୍ୟାଳୟ କର୍ମଚାରୀଙ୍କୂ ଗୋଡ଼ାଇ ହାଣିବା ଘଟଣା ଏବେ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି । ତେବେ ଶିବାନନ୍ଦ ମହାବିଦ୍ୟାଳୟରେ କିରାଣୀଭାବେ କାମ...
ଓଡିଶାଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜିmahabharatanewsDecember 3, 2019 by mahabharatanewsDecember 3, 20190516 (ସନ୍ତୋଷ କୁମାର ଲମ୍ବାତା /ରାୟଗଡା): ଫେଲ ମାରୁଛି ସରକାରୀ ଯୋଜନା । ରାଜ୍ୟ ଓ କେନ୍ଦ୍ରସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରି କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ...
ଓଡିଶାଅକ୍ଟୋବରରେ ଖଣି ନିଲାମ,ଡିସେମ୍ବରରେ ବାତିଲmahabharatanewsDecember 3, 2019 by mahabharatanewsDecember 3, 20190500 (ହରପ୍ରସାଦ ବିଶୋଇ)ମହାଭାରତ: ଖଣି ନିଲାମ ବାତିଲ ହୋଇଛି । ଗତ ଅକ୍ଟୋବର ମାସରେ ୩ଟି ପର୍ଯ୍ୟାୟରେ ରାଜ୍ୟ ସରକାର ଡାକିଥିବା ଖଣି ନିଲାମି ଟେଣ୍ଡରକୁ ବାତିଲ କରିଛନ୍ତି । ଏଣିକି ସବୁ ଖଣିର ସାନି...
ଓଡିଶାଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀmahabharatanewsDecember 3, 2019 by mahabharatanewsDecember 3, 20190470 (ହରପ୍ରସାଦ ବିଶୋଇ/ମହାଭାରତ)ଭୁବନେଶ୍ୱର: ଓଡ଼ିଆ ଯବାନ ସଂଗ୍ରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୟାଲ ଏନଫିଲଡ ଗାଡ଼ିରେ ଲାଗିଥିବା ୧୧ ଫୁଟ ଶିଢ଼ିରେ ୧୨୮ କିଲୋମିଟର ଅତିକ୍ରମ କରିଥିଲେ ସଂଗ୍ରାମ ।...